ସବିତା ଇନ୍ଦ୍ର ରେଡ୍ଡୀ
ପାଟଲୋଲା ସବିଥା ଇନ୍ଦ୍ର ରେଡ୍ଡୀ ଜଣେ ଭାରତୀୟ ରେଜନୀତିଜ୍ଞ । ସେ ଆନ୍ଧ୍ଋପ୍ରଦେଶର ପ୍ରଥମ ମହିଳା ଗୃହମନ୍ତ୍ରୀ । ପୂର୍ବରୁ ସେ ୱାଇ ଏସ୍ ରାଜଶେଖର ରେଡ୍ଡୀଙ୍କ ମନ୍ତ୍ରୀ ମଣ୍ଡଳରେ ଥିଲେ ।
ଶ୍ରୀମତୀ ସବିଥା ଇନ୍ଦ୍ର ରେଡ୍ଡୀ | |
---|---|
ଗୃହ, କାରାଗାର ଓ ଦୁର୍ବିପାକ ମନ୍ତ୍ରୀ | |
ଆନ୍ଧ୍ରପ୍ରଦେଶର ପ୍ରଥମ ଗୃହମନ୍ତ୍ରୀ | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ଖଣି ଓ ଭୂତତ୍ତ୍ୱ ମନ୍ତ୍ରୀ | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
Member of Legislative Assembly from Chevella | |
କାର୍ଯ୍ୟକାଳ ୨୦୦୪ – ୨୦୧୪ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୫ ମଇ ୧୯୬୩ ହାଇଦ୍ରାବାଦ୍ |
ଜାତୀୟତା | ଭାରତୀୟ |
ଜୀବନ ସାଥୀ | ପି ଇନ୍ଦ୍ର ରେଡ୍ଡୀ (ସ୍ୱର୍ଗୀୟ) |
ସନ୍ତାନ | ୩ ପୁଅ |
ଘର | ହାଇଦ୍ରାବାଦ, ଭାରତ. |
ରାଜନୈତିକ ଜୀବନ
ସମ୍ପାଦନାସବିଥା ଇନ୍ଦ୍ର ରେଡ୍ଡୀ ପୂର୍ବରୁ ସରକାରରେ ଖଣି ଓ ଭୂତତ୍ତ୍ୱ ବିଭାଗରେ ଥିଲେ । ସେ ଆନ୍ଧ୍ରପ୍ରଦେଶର ପ୍ରଥମ ମହିଳା ଗୃହମନ୍ତ୍ରୀ ।[୧]
ଆଧାର
ସମ୍ପାଦନା- ↑ "Sabitha, first A.P. woman Home Minister". The Hindu. 27 May 2009. Archived from the original on 10 November 2012. Retrieved 14 April 2018.