ଆଲୋଚନା:ରେବତୀ କାମତ
Latest comment: ୬ ବର୍ଷ ପୂର୍ବେ by Abha S Pradhan in topic ବନାନ ଓ ନାଁ ବଦଳର ଆବଶ୍ୟକତା
ଉଇକିପ୍ରକଳ୍ପ ମହିଳା | |||||||||||
---|---|---|---|---|---|---|---|---|---|---|---|
|
ବନାନ ଓ ନାଁ ବଦଳର ଆବଶ୍ୟକତା
ସମ୍ପାଦନା@Abha S Pradhan:, ଦକ୍ଷିଣରେ "ତ" ଉଚ୍ଚାରଣ ପାଇଁ "th", "ଦ" ପାଇଁ "dh" ବ୍ୟବହାର ହୁଏ । ତେବେ ଇଂରାଜୀ ବନାନକୁ ନ ଧରି ସେମାନଙ୍କ ମୂଳ ଭାଷାକୁ ଦେଖିଲେ ଏ ଦ୍ୱନ୍ଦ ଦୂର ହେବ । "ରେବତୀ" ଶବ୍ଦକୁ ହିଁ ସେମାନେ ଇଂରାଜୀ ଅକ୍ଷରରେ "Revathy" ବୋଲି ଲେଖନ୍ତୁ । ସେମିତି "ତିରୁଅନନ୍ତପୁର"କୁ "Thiruvananthpuram" ଲେଖନ୍ତି । ସେମିତି କୋଙ୍କଣୀ ସାଙ୍ଗିଆ "କାମତ"କୁ "Kamat", "Kamath" ଏମିତିଲେଖନ୍ତି । ତେଣୁ ଏଇ ପ୍ରସଙ୍ଗଟିର ନାଁ ବଦଳି "ରେବତୀ କାମତ" ହେବ ଓ ଆଗକୁ ଏମିତି ଦ୍ୱନ୍ଦ ଉପୁଜିଲେ ସମାନ ବାଟରେ ନାଁ ବଦଳେଇଦେଲେ ଭଲ ହେବ ।--ସୁଭାସିସ ପାଣିଘରି (ଆଳାପ) ୦୮:୦୩, ୨୦ ଅପ୍ରେଲ ୨୦୧୮ (IST)
- ସଠିକ୍ ନାମକୁ ଘୁଞ୍ଚାଗଲା -- Abha Pradhan (talk) ୧୬:୪୬, ୨୦ ଅପ୍ରେଲ ୨୦୧୮ (IST)