ଆଲୋଚନା:ବିଶ୍ୱ ଘରଚଟିଆ ଦିବସ

Latest comment: ୬ ବର୍ଷ ପୂର୍ବେ by MKar

ବିଶ୍ଵ ଘରଚଟିଆ ଦିବସ ପାଳନ ସମ୍ପର୍କରେ-ଦୁଇ ପ୍ରକାର ମତ ପାଇଲି । ମାର୍ଚ୍ଚ ୨୦ କିମ୍ବା ମାର୍ଚ୍ଚ ୨୧(?), ଦୟାକରି ସ୍ପଷ୍ଟ କରନ୍ତୁ । ଉତ୍କଳ ପ୍ରସଙ୍ଗ- ଅପ୍ରେଲ ୨୦୧୭ର ପୃ-୧୩୧ ରେ ପ୍ରକାଶିତ [୧] ଦ୍ରଷ୍ଟବ୍ୟ ।Hpsatapathy (ମୋ ଆଲୋଚନା) ୧୦:୪୨, ୨୭ ମଇ ୨୦୧୭ (IST)Reply

ବିଶ୍ଵ ଘରଚଟିଆ ଦିବସ ମାର୍ଚ୍ଚ ୨୦ ତାରିଖ ଦିନ ପାଳନ କରାଯାଏ ।[୧][୨] [୩]ମୁଦ୍ରଣ ପ୍ରମାଦ ଯୋଗୁଁ ଉତ୍କଳ ପ୍ରସଙ୍ଗରେ ମାର୍ଚ୍ଚ ୨୦ ବଦଳରେ ମାର୍ଚ୍ଚ ୨୧ ଛପାଯାଇଥିବା ଭଳି ମନେହେଉଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୧୬, ୨୭ ମଇ ୨୦୧୭ (IST)Reply

References

  1. "Sparrows nearing extinction due to lack of emotional connect: conservationist". The Hindu. 19 March 2017. Retrieved 27 May 2017.
  2. Patel, Pooja (20 March 2016). "Meet India's Sparrow Man Conservationist Mohammed Dilawar". DNA. Retrieved 27 May 2017.
  3. "Mohammed Dilawar's 'save sparrows' campaign enters Guinness record". The Weekend Leader.com. Retrieved 27 May 2017.
Return to "ବିଶ୍ୱ ଘରଚଟିଆ ଦିବସ" page.