ବିଶ୍ୱ ଘରଚଟିଆ ଦିବସ
ବିଶ୍ୱ ଘରଚଟିଆ ଦିବସ ପ୍ରତିବର୍ଷ ୨୦ ମାର୍ଚ୍ଚରେ ପୃଥିବୀ ସାରା ପାଳନ କରାଯାଇଥାଏ ।
ଇତିହାସ
ସମ୍ପାଦନାସହରୀକରଣ ତଥା ମନୁଷ୍ୟର ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଯୋଗୁଁ ଘରଚଟିଆଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।[୧] ଘରଚଟିଆ ତଥା ଅନ୍ୟାନ୍ୟ ବିଲୁପ୍ତପ୍ରାୟ ସାଧାରଣ ପକ୍ଷୀମାନଙ୍କର ସୁରକ୍ଷା ନିମନ୍ତେ ସର୍ବସାଧାରଣରେ ସଚେତନତା ସୃଷ୍ଟି କରିବା ନିମନ୍ତେ ବିଶ୍ୱ ଘରଚଟିଆ ଦିବସ ପାଳନ ଉଦ୍ଦିଷ୍ଟ ।[୨][୩] ଭାରତର Nature Forever Society ତଥା ଫ୍ରାନ୍ସସ୍ଥିତ Eco-Sys Action Foundation ତଥା ବିଶ୍ୱର ଅନ୍ୟାନ୍ୟ ସଂଗଠନମାନଙ୍କର ସହଯୋଗରେ ଏହି ଅଭିନବ ପ୍ରଚେଷ୍ଟା ୨୦୧୦ ମସିହାରୁ କରାଯାଇଛି ।[୪]
ପୁରସ୍କାର ଓ ସମ୍ମାନ
ସମ୍ପାଦନାଘରଚଟିଆଙ୍କ ସୁରକ୍ଷା ତଥା ସଂରକ୍ଷଣ ନିମନ୍ତେ ନିଃସ୍ୱାର୍ଥପର ଉଦ୍ୟମକୁ ଉତ୍ସାହିତ କରିବାପାଇଁ NFS (Nature Forever Society)ଦ୍ୱାରା ପ୍ରଥମ ଘରଚଟିଆ ପୁରସ୍କାର ସମାରୋହ ଅହମଦାବାଦଠାରେ ୨୦ ମାର୍ଚ୍ଚ ୨୦୧୧ରେ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ପରିପ୍ରେକ୍ଷୀରେ ବିଭିନ୍ନ ବ୍ୟକ୍ତିବେଶେଷ ତଥା ଅନୁଷ୍ଠାନକୁ ପୁରସ୍କୃତ କରାଯାଇଛି ।
ଘରଚଟିଆ ପୁରସ୍କାର-୨୦୧୪ର ବିଜେତା
- Jag Mohan Garg
- N. Shehzad & M. Saud
- Jal Grahan Kameti, Piplantri
ଘରଚଟିଆ ପୁରସ୍କାର-୨୦୧୩ର ବିଜେତା
- Saleem Hameedi, Wildlife Photographer, Illustrator
- Aabid Surti, Litterateur & Head Of NGO, Drop Dead
- Jayant Govind Dukhande, Mumbai Police
ଘରଚଟିଆ ପୁରସ୍କାର-୨୦୧୨ର ବିଜେତା
- Dilsher Khan
- Ramita Kondepudi
- Individuals(VikramYende, Kapil Jadhav, Mahendra Khawnekar and Vishal Revankar )
- Mahatma Gandhi Ashramshala
ଘରଚଟିଆ ପୁରସ୍କାର-୨୦୧୧ର ବିଜେତା
- Bhavin Shah
- Narendra Singh Chaudhary
- L Shyamal
- The Sparrow Company[୫]
ଆଧାର
ସମ୍ପାଦନା- ↑ senapati, Dr. Manasranjan. "World Sparrow Day". Orissa Review (February 2016): 52–53. Retrieved 6 June 2016.
- ↑ "'Save sparrows for nature's balance'". Times of India. Bennett, Coleman & Co. 21 March 2012. Archived from the original on 2013-04-10. Retrieved 2016-06-06.
- ↑ Sathyendran, Nita (21 March 2012). "Spare a thought for the sparrow". The Hindu. Retrieved 22 March 2012.
- ↑ "'Chirp for the Sparrow, Tweet for the Sparrow' on World Sparrow Day". Bombay Natural History Society. 7 July 2011. Archived from the original on 19 October 2013. Retrieved 8 May 2012.
- ↑ "ଆର୍କାଇଭ୍ କପି". Archived from the original on 2015-05-06. Retrieved 2016-06-06.
{{cite web}}
: Cite has empty unknown parameter:|1=
(help)
ଅଧିକ ତଥ୍ୟ
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |