ଆଲୋଚନା:ଟର୍ନର ସିଣ୍ଡ୍ରୋମ

ସୁବାସ ସାର, ଟର୍ଣ୍ଣର, କର୍ଣ୍ଣର, ଗଭର୍ଣର ଏକାଜାତୀୟ ଭଳି ଲାଗୁଛନ୍ତି । "ଟର୍ନର" ବଦଳରେ "ଟର୍ଣ୍ଣର" ହେବକି? ଆପଣ ବିଶାରଦ, ଭାବି ଦେଖନ୍ତୁ । ମୁଁ କେବଳ ପଢ଼ିବା ବନାନରୁ ମନେପକେଇ କହୁଛି ।--ସୁଭାସିସ ପାଣିଗାହି (ଆଳାପ) ୦୯:୨୯, ୩୦ ଜୁଲାଇ ୨୦୧୫ (UTC)

Return to "ଟର୍ନର ସିଣ୍ଡ୍ରୋମ" page.