ଆଲୋଚନା:ଝଙ୍କାର (ପତ୍ରିକା)

Latest comment: ୬ ବର୍ଷ ପୂର୍ବେ by Hellohappy

ଡିଲିଟି, କରନ୍ତୁନି ଆଜ୍ଞା । କିଛି ଯୋଡିବାକୁ ଚେଷ୍ଟା କରୁଛି । ତାପରେ ଦେଖିବେ ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୧୬, ୧୭ ଅପ୍ରେଲ ୨୦୧୭ (IST)Reply

ଆପଣ ତ ଡିଲିଟ ଟାଗ କାଢିଦେଲେ ଆଉ କିଏ ଲିଭାଇବ ? :) --Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୩:୨୯, ୧୭ ଅପ୍ରେଲ ୨୦୧୭ (IST)Reply
ଓହୋ, ହଉ ଆଗକୁ ମନେ ରଖିବି ଏ କଥାଟି ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୯:୫୩, ୧୮ ଅପ୍ରେଲ ୨୦୧୭ (IST)Reply
ହେଲେ ୩ଟି ଆଧାର ଅଛି ଆଉ କିଛି ଲେଖା ଅଛି । ଧାଡ଼ିକିଆ ଆଉ ଆଧାରହୀନ ହେଇଥିଲେ ଅଲଗା କଥା । ଆଉ ଏଇ ନିୟମଟା ବି ଯୋଡ଼ିଦେଲି । --ସୁଭାସିସ ପାଣିଘରି (ଆଳାପ) ୨୩:୪୮, ୧୭ ଅପ୍ରେଲ ୨୦୧୭ (IST)Reply
ମୁଁ ସେଇ କଥା କ‌ହୁଥିଲି ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୦:୪୮, ୧୮ ଅପ୍ରେଲ ୨୦୧୭ (IST)Reply
ଧାଡ଼ିଟିଏ ମାତ୍ର ଥିଲା । ମୋ ସମ୍ପାଦିତ ବି ନୁହଁ । ଯେହେତୁ, ଝଙ୍କାର ବହୁ ପୁରୁଣା ପତ୍ରିକା ଓ ପ୍ରସଙ୍ଗଟି ଉଇକିପିଡ଼ିଆ ପାଇଁ ନିହାତି ଉପାଦେୟ ବୋଲି ଭାବିଲି, ଦି ଧାଡ଼ି ଯୋଡ଼ିଲି । ଉପାଦେୟ ପ୍ରସଙ୍ଗ ଡିଲିଟି ହେଇଗଲେ ଭାରି ମନ କଷ୍ଟ ହୁଏ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୯:୫୩, ୧୮ ଅପ୍ରେଲ ୨୦୧୭ (IST)Reply
Return to "ଝଙ୍କାର (ପତ୍ରିକା)" page.