ଝଙ୍କାର (ପତ୍ରିକା)

ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା

ଝଙ୍କାର ଏକ ମାସିକ ଓଡ଼ିଆ ସାହିତ୍ୟ ପତ୍ରିକା ।[୧] ଦେଶ ସ୍ୱାଧୀନତା ପରବର୍ତ୍ତୀ ସମୟରେ, ଓଡ଼ିଆ ଲେଖକମାନଙ୍କୁ ପ୍ରୟୋଗାତ୍ମକ ସାହିତ୍ୟ ଲେଖିବାର ଏକ ମାଧ୍ୟମ ପ୍ରଦାନ କରିବାକୁ ଚେଷ୍ଟା କରିଥିଲା ।[୨] ଏହା ୧୯୪୯ ମସିହା ପଣା ସଂକ୍ରାନ୍ତି ଦିନ ପ୍ରଥମେ ପ୍ରକାଶିତ ହୋଇଥିଲା ।[୩] ଏହା ପ୍ରଜାତନ୍ତ୍ର ପ୍ରେସ କଟକରୁ ପ୍ରକାଶ ପାଉଥିଲା ।[୪] ହରେକୃଷ୍ଣ ମହତାବ ଏହି ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଥିଲେ ।[୫]

ଝଙ୍କାର
ପ୍ରତିଷ୍ଠାତାହରେକୃଷ୍ଣ ମହତାବ
ପ୍ରକାଶକଝଂକାର ପବ୍ଲିକେସନ୍ସ୍
ପ୍ରତିଷ୍ଠିତମହାବିଷୁବ ସଂକ୍ରାନ୍ତି, ୧୯୪୯
ଭାଷାଓଡ଼ିଆ
ମୁଖ୍ୟାଳୟକଟକ

ଆଧାର ସମ୍ପାଦନା

  1. Indian Writing Today. Nirmala Sadanand Publishers. 1969.
  2. Amaresh Datta (1988). Encyclopaedia of Indian Literature. Sahitya Akademi. pp. 1230–. ISBN 978-81-260-1194-0.
  3. Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
  4. The Indian P.E.N. P.E.N. All-India Centre. 1975.
  5. Prof. M.N Das & Dr.C.P Nanda (22 August 2016). Harekrushna Mahtab. Publications Division Ministry of Information & Broadcasting. pp. 150–. ISBN 978-81-230-2325-0.