ଆଲୋଚନା:ଜଗନ୍ନାଥ ପ୍ରସାଦ ଦାସ

ଉଇକିପ୍ରକଳ୍ପ ଓଡ଼ିଆ ସାହିତ୍ୟ (Rated Start-class)
WikiProject iconଏହି Lua error in package.lua at line 80: module 'Module:Pagetype/setindex' not found. ଉଇକିପ୍ରକଳ୍ପ ଓଡ଼ିଆ ସାହିତ୍ୟ ଅନ୍ତର୍ଗତ । ଉଇକିପିଡ଼ିଆରେ ଓଡ଼ିଆ ସାହିତ୍ୟ । ଆପଣ ଭାଗ ନେବାକୁ ଚାହୁଁଥିଲେ ଦୟାକରି ପ୍ରକଳ୍ପ ପୃଷ୍ଠା ଦେଖିପାରିବେ ଓ ସେଠାରେ ଆଲୋଚନା କରିବା ସହ ଫାଙ୍କାଥିବା କାମସବୁର ତାଲିକା ଦେଖିପାରିବେ ।
 Start  This Lua error in package.lua at line 80: module 'Module:Pagetype/setindex' not found. does not require a rating on the project's quality scale.
 

ଜନ୍ମସ୍ଥାନ ବାବଦରେ ଦ୍ଵନ୍ଦ ସମ୍ପାଦନା

ଇଂରାଜୀ ଉଇକି ଓ ଓଡ଼ିଆ ଉଇକିରେ ଲେଖକଙ୍କ ଜନ୍ମ ସ୍ଥାନ ଅଲଗା ଅଲଗା ଅଛି । କେହି ଏହାକୁ ଆଧାର ସହ ଠିକ କରିବା ପାଇଁ ଅନୁରୋଧ ।--ଶିତିକଣ୍ଠ (ଆଲୋଚନା) ୧୭:୦୦, ୨୬ ଅପ୍ରେଲ ୨୦୧୪ (UTC)

ଧନ୍ୟବାଦ ଭାଇ । ଆଉ ଏକ ଛୋଟ ଦ୍ଵନ୍ଦ ରହିଯାଇଛି । "ଯେ ଯାହାର ନିର୍ଜନତା" ଜଗନ୍ନାଥ ପ୍ରସାଦ ଦାସଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ମିଳିଥିଲା ବୋଲି ଇଂରାଜୀ ଉଇକିରେ ଲେଖା ଅଛି । କିନ୍ତୁ ସାହିତ୍ୟ ଏକାଡେମି ଲିଷ୍ଟ ରେ ଏହା "ଆହ୍ନିକ" ଲେଖା ଅଛି । ଏପରିକି ଇଂରାଜୀ ଲିଷ୍ଟରେ "ଯେ ଯାହାର ନିର୍ଜନତା" ଲେଖା ଅଛି । ଆଉ ଏକ କଥା ହେଲା - List of Sahitya Akademi Award winners for Oriya ତଳେ ଏହା 'ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର' ଲେଖା ଅଛି ତେବେ ଉଭୟ 'କେନ୍ଦ୍ର ସାହିତ୍ୟ ଏକାଡେମି' ଓ 'ଓଡ଼ିଶା ସାହିତ୍ୟ ଏକାଡେମି' ଗୋଟିଏ ନା ଅଲଗା । --ଶିତିକଣ୍ଠ (ଆଲୋଚନା) ୨୦:୦୧, ୨୭ ଅପ୍ରେଲ ୨୦୧୪ (UTC)

  • 'ଓଡ଼ିଶା ସାହିତ୍ୟ ଏକାଡେମୀ' ଓ 'କେନ୍ଦ୍ର ସାହିତ୍ୟ ଏକାଡେମୀ' ଦୁଇଟି ଅଲଗା ଅଲଗା ଅନୁଷ୍ଠାନ । ଅତଏବ ସେହି ଦୁଇଟି ଅନୁଷ୍ଠାନ ଦ୍ଵାରା ପ୍ରଦାନ କରାଯାଉଥିବା ପୁରସ୍କାର ମଧ୍ୟ ଅଲଗା । ଜଗନ୍ନାଥ ପ୍ରସାଦ ଦାସ ଉଭୟ ଅନୁଷ୍ଠାନ ଦ୍ଵାରା ପୁରସ୍କୃତ ହେଇଛନ୍ତି । ୧୯୮୧ରେ ପ୍ରଥମେ ଯେ ଯାହାର ନିର୍ଜନତା ନିମନ୍ତେ 'ଓଡ଼ିଶା ସାହିତ୍ୟ ଏକାଡେମୀ' ଦ୍ଵାରା ପୁରସ୍କୃତ ହେଇଥିବା ବେଳେ, ୧୯୯୧ରେ ଆହ୍ନିକ ନିମନ୍ତେ 'କେନ୍ଦ୍ର ସାହିତ୍ୟ ଏକାଡେମୀ' ଦ୍ଵାରା ପୁରସ୍କୃତ ହେଇଛନ୍ତି । ଏ ସମ୍ବନ୍ଧୀୟ ଆଧାର ପ୍ରସଙ୍ଗ ପୃଷ୍ଠାରେ ଦେଖିପାରିବ । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୧:୪୧, ୨୯ ଅପ୍ରେଲ ୨୦୧୪ (UTC)

ଧନ୍ୟବାଦ ।--ଶିତିକଣ୍ଠ (ଆଲୋଚନା) ୧୬:୪୯, ୨୯ ଅପ୍ରେଲ ୨୦୧୪ (UTC)

Return to "ଜଗନ୍ନାଥ ପ୍ରସାଦ ଦାସ" page.