ଏକାଧିକ ପ୍ରସଙ୍ଗ ସମ୍ପାଦନା

କାମ୍ବୋଡ଼ିଆର ମନ୍ଦିର Ankor Wat ଅଂକୋର୍ ୱାଟ୍ ଆଗରୁ ତିଆରି ହୋଇ ସାରିଛି । ନାମରେ ସାମାନ୍ଯ ପରିବର୍ତ୍ତନ କରି ଏହା ପୁଣି ତିଆରି କରାଯାଇଛି । --Anos Vordigoad (ମୋ ଆଲୋଚନା) ୧୫:୩୫, ୧୦ ନଭେମ୍ବର ୨୦୨୦ (IST)Reply


ବନାନରେ ବିବିଧତା ଥିବାରୁ ଏହା ମୋ ଦୃଷ୍ଟିକୁ ଆସିପାରି ନ ଥିଲା । ଅତଏବ ଏହି ପ୍ରସଙ୍ଗଟି ମୂଳ ପ୍ରସଙ୍ଗରେ ବିଲୀନ କରାଯାଉ । Hpsatapathy (ମୋ ଆଲୋଚନା) ୧୫:୫୬, ୧୦ ନଭେମ୍ବର ୨୦୨୦ (IST)Reply

କୌଣସି ପରିଚାଳକଙ୍କୁ ଏଥିପାଇଁ ଅନୁରୋଧ କରିଦିଅନ୍ତୁ । କିମ୍ବା ଲିଭାଇବା ଛାଞ୍ଚ ଯୋଡି ଦିଅନ୍ତୁ । ଯଦି ଏଥିରେ ଥିବା ତଥ୍ଯ ଗୁଡ଼ିକୁ ମୂଳ ପ୍ରସଙ୍ଗକୁ ନିଆଯାଇପାରେ ତେବେ ଭଲ ହୁଅନ୍ତା । ଧନ୍ଯବାଦ --Anos Vordigoad (ମୋ ଆଲୋଚନା) ୧୭:୨୧, ୧୦ ନଭେମ୍ବର ୨୦୨୦ (IST)Reply

Return to "ଅଙ୍ଗକୋର ବାଟ" page.