ଆଲକ୍ଲୋମେଟାସୋନ
ଏହା ଏକ କର୍ଟିକୋଷ୍ଟିରଏଡ୍ ଯାହା କିଛି ଚର୍ମ ରୋଗ ପାଇଁ ବ୍ୟବହୃତ ହୁଏ ।
ଆଲକ୍ଲୋମେଟାସୋନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଆକ୍ଲୋଭେଟ୍, ହେଉଛି ଏକ କର୍ଟିକୋଷ୍ଟିରଏଡ୍ ଯାହା କିଛି ଚର୍ମ ରୋଗ ପାଇଁ ବ୍ୟବହୃତ ହୁଏ । [୩] ଏଥିରେ ଆଟୋପିକ୍ ଡର୍ମାଟାଇଟିସ୍, ସୋରିଆସିସ୍ ଏବଂ ଆଲର୍ଜିକ କଣ୍ଟାକ୍ଟ ଚର୍ମ ପ୍ରଦାହ ହୋଇପାରେ । [୩] ଏହା ଚର୍ମରେ ପ୍ରୟୋଗ କରାଯାଏ ।[୩]
Clinical data | |
---|---|
Trade names | Aclovate |
Synonyms | Alclometasone dipropionate[୧] |
AHFS/Drugs.com | monograph |
MedlinePlus | a604021 |
Pregnancy category |
|
Routes of administration | Topical |
Legal status | |
Legal status |
|
Pharmacokinetic data | |
Bioavailability | 3% systemically (topical) |
Metabolism | Hepatic |
Onset of action | Eczema: 5.3 - 13.9 days; Psoriasis: 6.7 - 14.8 days [୨] |
Identifiers | |
| |
Chemical and physical data | |
Formula | C22H29ClO5 |
Molar mass | ୪୦୮.୯୨ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମର ଲାଲ ରଙ୍ଗ, ପୋଡ଼ାଜଳା, ବ୍ରଣ, ଚର୍ମ ପତଳା, ଏବଂ ଚମରେ ଗାଅର ପଡ଼ିବା ହୋଇପାରେ । [୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କୁସିଙ୍ଗ ସିଣ୍ଡ୍ରୋମ ଏବଂ ସଂକ୍ରମଣ ହୋଇପାରେ। [୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୩] ଏହାର ମଧ୍ୟମ ଶକ୍ତି ଥାଏ । [୧]
୧୯୮୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆଲକ୍ଲୋମେଟାସୋନକୁ ଅନୁମୋଦନ କରାଯାଇଥିଲା। [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୪] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ୧୫ ଗ୍ରାମର ମୂଲ୍ୟ ପ୍ରାୟ ୧୨ ଡଲାର ଅଟେ। [୪] ଯୁକ୍ତରାଜ୍ୟରେ ୫୦ ଗ୍ରାମର ମୂଲ୍ୟ ପ୍ରାୟ £୧୩ । [୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1286. ISBN 978-0857114105.
- ↑ "Alclometasone - Professional Patient Advice". Drugs.com. Archived from the original on 28 August 2019. Retrieved 29 December 2017.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Alclometasone Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 13 January 2022.
- ↑ ୪.୦ ୪.୧ "Alclometasone Prices, Coupons & Savings Tips - GoodRx". GoodRx. Archived from the original on 7 November 2016. Retrieved 13 January 2022.