ଆଲକ୍ଲୋମେଟାସୋନ

ଏହା ଏକ କର୍ଟିକୋଷ୍ଟିରଏଡ୍ ଯାହା କିଛି ଚର୍ମ ରୋଗ ପାଇଁ ବ୍ୟବହୃତ ହୁଏ ।

ଆଲକ୍ଲୋମେଟାସୋନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଆକ୍ଲୋଭେଟ୍, ହେଉଛି ଏକ କର୍ଟିକୋଷ୍ଟିରଏଡ୍ ଯାହା କିଛି ଚର୍ମ ରୋଗ ପାଇଁ ବ୍ୟବହୃତ ହୁଏ । [୩] ଏଥିରେ ଆଟୋପିକ୍ ଡର୍ମାଟାଇଟିସ୍, ସୋରିଆସିସ୍ ଏବଂ ଆଲର୍ଜିକ କଣ୍ଟାକ୍ଟ ଚର୍ମ ପ୍ରଦାହ ହୋଇପାରେ । [୩] ଏହା ଚର୍ମରେ ପ୍ରୟୋଗ କରାଯାଏ ।[୩]

ଆଲକ୍ଲୋମେଟାସୋନ
Clinical data
Trade namesAclovate
SynonymsAlclometasone dipropionate[୧]
AHFS/Drugs.commonograph
MedlinePlusa604021
Pregnancy
category
  • US: C (Risk not ruled out)
Routes of
administration
Topical
Legal status
Legal status
Pharmacokinetic data
Bioavailability3% systemically (topical)
MetabolismHepatic
Onset of actionEczema: 5.3 - 13.9 days; Psoriasis: 6.7 - 14.8 days [୨]
Identifiers
  • (7R,8S,9S,10R,11S,13S,14S,16R,17R)-7-Chloro-11,17-dihydroxy-17-(2-hydroxyacetyl)-10,13,16-trimethyl-7,8,9,11,12,14,15,16-octahydro-6H-cyclopenta[a]phenanthren-3-one
Chemical and physical data
FormulaC22H29ClO5
Molar mass୪୦୮.୯୨ g·mol−1
3D model (JSmol)
  • C[C@@H]1C[C@H]2[C@@H]3[C@@H](CC4=CC(=O)C=C[C@@]4([C@H]3[C@H](C[C@@]2([C@]1(C(=O)CO)O)C)O)C)Cl
  • InChI=1S/C22H29ClO5/c1-11-6-14-18-15(23)8-12-7-13(25)4-5-20(12,2)19(18)16(26)9-21(14,3)22(11,28)17(27)10-24/h4-5,7,11,14-16,18-19,24,26,28H,6,8-10H2,1-3H3/t11-,14+,15-,16+,18-,19+,20+,21+,22+/m1/s1 checkY
  • Key:FJXOGVLKCZQRDN-PHCHRAKRSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମର ଲାଲ ରଙ୍ଗ, ପୋଡ଼ାଜଳା, ବ୍ରଣ, ଚର୍ମ ପତଳା, ଏବଂ ଚମରେ ଗାଅର ପଡ଼ିବା ହୋଇପାରେ । [୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କୁସିଙ୍ଗ ସିଣ୍ଡ୍ରୋମ ଏବଂ ସଂକ୍ରମଣ ହୋଇପାରେ। [୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୩] ଏହାର ମଧ୍ୟମ ଶକ୍ତି ଥାଏ । [୧]

୧୯୮୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆଲକ୍ଲୋମେଟାସୋନ‌କୁ ଅନୁମୋଦନ କରାଯାଇଥିଲା। [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୪] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ୧୫ ଗ୍ରାମର ମୂଲ୍ୟ ପ୍ରାୟ ୧୨ ଡଲାର ଅଟେ। [୪] ଯୁକ୍ତରାଜ୍ୟରେ ୫୦ ଗ୍ରାମର ମୂଲ୍ୟ ପ୍ରାୟ £୧୩ । [୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1286. ISBN 978-0857114105.
  2. "Alclometasone - Professional Patient Advice". Drugs.com. Archived from the original on 28 August 2019. Retrieved 29 December 2017.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Alclometasone Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 13 January 2022.
  4. ୪.୦ ୪.୧ "Alclometasone Prices, Coupons & Savings Tips - GoodRx". GoodRx. Archived from the original on 7 November 2016. Retrieved 13 January 2022.