ଆବ୍ରୋସିଟିନିବ, ସିବିନକୋ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଆଟୋପିକ ଡର୍ମାଟାଇଟିସ (ଏକଜିମା)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଅନ୍ୟାନ୍ୟ ଚିକିତ୍ସା କରିବା ସତ୍ତ୍ୱେ ଉନ୍ନତି ନ ହେଲେ ଏହା ବ୍ୟବ‌ହାର କରାଯାଏ ।[୩] ଏହା ପାଟିରେ ଦିଆଯାଏ ।[୩]

ଆବ୍ରୋସିଟିନିବ
Clinical data
Trade namesCibinqo
SynonymsPF-04965842
AHFS/Drugs.commonograph
data
Routes of
administration
By mouth
Legal status
Legal status
Pharmacokinetic data
Elimination half-life2.8–5.2 h
Excretion1.0–4.4% unchanged in urine
Identifiers
ECHA InfoCard100.251.498 Edit this at Wikidata
Chemical and physical data
FormulaC14H21N5O2S
Molar mass୩୨୩.୪୨ g·mol−1
3D model (JSmol)
  • CCCS(=O)(=O)NC1CC(N(C)c2ncnc3[nH]ccc23)C1
  • InChI=1S/C14H21N5O2S/c1-3-6-22(20,21)18-10-7-11(8-10)19(2)14-12-4-5-15-13(12)16-9-17-14/h4-5,9-11,18H,3,6-8H2,1-2H3,(H,15,16,17)/t10-,11+ checkY
  • Key:IUEWXNHSKRWHDY-PHIMTYICSA-N checkY

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମୁଣ୍ଡବିନ୍ଧା, ହର୍ପିସ୍ ସିମ୍ପ୍ଲେକ୍‌ସ୍, ମୂତ୍ରାଙ୍ଗ ସଂକ୍ରମଣ, ବ୍ରଣ, ଚର୍ମସ୍ଫୋଟ ଏବଂ କମ୍ ରକ୍ତ ପ୍ଲାଲେଟ୍ ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଆକସ୍ମିକ ହୃଦ୍‌‌ରୋଧ, ଫୁସଫୁସ ଏମ୍ବୋଲିଜ୍ମ ଏବଂ କର୍କଟ ଅନ୍ତର୍ଭୁକ୍ତ ହୋଇପାରେ ।[୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ।[୩] ଏହା ଏକ ଜାନୁସ୍ କାଇନେଜ ଇନହିବିଟର ।[୩]

୨୦୨୧ ମସିହାରେ ୟୁରୋପରେ ଏବଂ ୨୦୨୨ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଆବ୍ରୋସିଟିନିବ ଅନୁମୋଦିତ ହୋଇଥିଲା ।[୨] [୩] ଯୁକ୍ତରାଜ୍ୟରେ ୪ ସପ୍ତାହର ଚିକିତ୍ସା ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୯୦୦ ପାଉଣ୍ଡ ହେଉଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ୨୦୨୨ ସୁଦ୍ଧା ପ୍ରାୟ ୪୬୦୦ ଡଲାର ଥିଲା ।[୫]

ଆଧାର ସମ୍ପାଦନା

  1. "Cibinqo Product information". Health Canada. 25 April 2012. Archived from the original on 10 December 2022. Retrieved 30 September 2022.
  2. ୨.୦ ୨.୧ ୨.୨ "Cibinqo EPAR". European Medicines Agency (EMA). 11 October 2021. Archived from the original on 18 December 2021. Retrieved 17 December 2021. Text was copied from this source which is copyright European Medicines Agency. Reproduction is authorized provided the source is acknowledged.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Cibinqo- abrocitinib tablet, film coated". DailyMed. 15 February 2022. Archived from the original on 3 March 2022. Retrieved 3 March 2022.
  4. "Abrocitinib". SPS - Specialist Pharmacy Service. 24 January 2018. Archived from the original on 5 July 2022. Retrieved 11 December 2022.
  5. "Cibinqo". Retrieved 11 December 2022.