ଆଟପୁର
ଆଟପୁର ଗାଁ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ ଅନ୍ତର୍ଗତ ସୋର ଥାନା ଅଧୀନରେ ଥିବା ଏକ ଗାଆଁ |
ଆଟପୁର | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ବାଲେଶ୍ୱର |
ପଞ୍ଚାୟତ ସମିତି | ସୋର |
ଗ୍ରାମ ପଞ୍ଚାୟତ | ଆଟପୁର |
ଭାଷା | ଓଡ଼ିଆ, ଇଂରାଜୀ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୬ ୦୪୫[୧] |
Area code | +୦୬୭୮୮ |
ଯାନବାହାନ ପଞ୍ଚୀକରଣ | OR/01 |
ଗମନାଗମନ
ସମ୍ପାଦନାଏହା ସୋର ନିକଟରେ ଅବସ୍ଥିତ । ଏହା ବାଲେଶ୍ୱରଠାରୁ ୪୫ କି.ମି. ଦୂରରେ ଅବସ୍ଥିତ ।
ବିଶେଷତା
ସମ୍ପାଦନାଏଠାରେ ପିତା କାଳିଆ ନାମରେ ଏକ ଛୋଟ ନଈ ବହି ଯାଇଛି ।
ଶିକ୍ଷା
ସମ୍ପାଦନାବିଦ୍ୟାଳୟ
ସମ୍ପାଦନାଏହି ଗାଁରେ ଆଟପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଦିନବନ୍ଧୁ ଉଚ୍ଚବିଦ୍ୟାପୀଠ ଅଛି ।
ଅନ୍ୟାନ୍ୟ
ସମ୍ପାଦନାପର୍ଯ୍ୟଟନ
ସମ୍ପାଦନାଏହି ଗାଆଁଠାରୁ ଅଳ୍ପ ଦୂରରେ ସତ୍ୟସାଇ ମନ୍ଦିର ଅଛି ।
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନାଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |