ଅଶୋକ (ସମ୍ରାଟ)

ଭାରତର ମୌର୍ଯ୍ୟ ବଂଶର ସମ୍ରାଟ୍

ଅଶୋକ [](୩୦୪- ୨୩୨ ଖ୍ରୀ: ପୂ ) ଜଣେ ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । [] ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନଆଫଗାନିସ୍ତାନଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶକେରଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳୀପୁତ୍ରଠାରେ ଥିଲା । ସେ ବିଧ୍ୱଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ ।

ଅଶୋକ [][]
ମୌର୍ଯ୍ୟ ଶାସକ
A "Chakravartin" ruler, first century BC/CE. Andhra Pradesh, Amaravati. Preserved at Musee Guimet
ଶାସନ କାଳ274–232 BCE
ରାଜ୍ୟାଭିଷେକ270 BCE
ଆଖ୍ୟାSamraat Chakravartin; other titles include Devanampriya and Priyadarsin
ଜନ୍ମ304 BCE
ଜନ୍ମସ୍ଥାନପାଟ୍ଟଳୀପୁତ୍ର, ପାଟନା
ମୃତ୍ୟୁ232 BCE (aged 72)
ମୃତ୍ୟୁସ୍ଥାନପାଟ୍ଟଳୀପୁତ୍ର, ପାଟନା
BuriedAshes immersed in the Ganges River, possibly at Varanasi, Cremated 232 BCE, less than 24 hours after death
ପୂର୍ବାଧିକାରୀବିନ୍ଦୁସାର
ଉତ୍ତରାଧିକାରୀଦଶରଥ
ଜୀବନସାଥିରାଣୀ କାରୁବାକୀ
ରାଣୀ ଦେବୀ
ରାଣୀ ପଦ୍ମାବତୀ
ରାଣୀ ତିଶ୍ୟରକ୍ଷା
Offspringମହେନ୍ଦ୍ର, ସଂଙ୍ଘମିତ୍ରା, ତ୍ରିବାଳ, କୁନାଳ
ରାଜବଂଶMauryan dynasty
ପିତାବିନ୍ଦୁସାର
ମାତାMaharani Dharma or Shubhadrangi
ଧର୍ମବୌଦ୍ଧ ଧର୍ମ

ସଂସ୍କୃତରେ ଅଶୋକର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" । ଖୀ. ପୂ. ୨୬୦ରେ ଅଶୋକ କଳିଙ୍ଗ (ବର୍ତ୍ତମାନ ଓଡ଼ିଶା) ଆକ୍ରମଣ କରିଥିଲେ । [] ସେ କଳିଙ୍ଗକୁ ପରାସ୍ତ କରି ନିୟନ୍ତ୍ରଣରେ ରଖିଥିଲେ, ଯାହା ତାଙ୍କର ପୂର୍ବପୁରୁଷ କରିପାରିନଥିଲେ। []। "ଅଶୋକଙ୍କ ପ୍ରତିଫଳନରେ କଳିଙ୍ଗ ଯୁଦ୍ଧର,ଫଳାଫଳ୧୦୦,୦୦୦ ମୃତ ଏବଂ୧୫୦,୦୦୦ଆହତ, ଯୁଦ୍ଧ ଶେଷରେ ପ୍ରାୟତଃ ୨୦୦,୦୦୦ ମୃତ୍ୟୁବରଣ କରିଥିଲେ"।[]। ଅଶୋକ ଖ୍ରୀ. ପୂ. ୨୬୩ରେ ବୌଦ୍ଧ ଧର୍ମକୁ ପରିବର୍ତ୍ତିତ ହେଲେ।[]। ଅଶୋକ ବୌଦ୍ଧଧର୍ମର ପୃଷ୍ଠପୋଷକତା କରିଥିଲେ ଓ ଭାରତ ବାହାରେ ବୌଦ୍ଧ ଧର୍ମକୁ ପହଞ୍ଚାଇବାରେ ବିଶେଷ ଭୂମିକା ବହନ କରିଥିଲେ"[]

କଳିଙ୍ଗ ଯୁଦ୍ଧ

ସମ୍ପାଦନା

ଚନ୍ଦ୍ରଗୁପ୍ତବିନ୍ଦୁସାରଙ୍କ ରାଜତ୍ୱ କାଳରେ କଳିଙ୍ଗ ଏକ ଶକ୍ତିଶାଳୀ ଓ ସ୍ୱାଧୀନ ରାଷ୍ଟ୍ର ଥିଲା । କିନ୍ତୁ ଅଶୋକ ରାଜ୍ୟାଭିଷେକର ଅଷ୍ଟମବର୍ଷରେ ଅର୍ଥାତ ଖ୍ରୀ.ପୂ:୨୬୧ରେ କଳିଙ୍ଗ ଆକ୍ରମଣ କରି ଜୟଲାଭ କରିଥିଲେ । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ କଳିଙ୍ଗ ଯୁଦ୍ଧର ବିଭୀଷିକା ବର୍ଣ୍ଣିତ ହୋଇଛି । []

ଧର୍ମ ପ୍ରଚାର

ସମ୍ପାଦନା

ଅଶୋକ, ବିଶ୍ୱ ଦରବାରରେ ବୌଦ୍ଧଧର୍ମକୁ ପରିଚିତ କରାଇବାରେ ଏକ ଉଲ୍ଲେଖନୀୟ ଅବଦାନ ବହନ କରନ୍ତି । ତାଙ୍କ ସାମ୍ରାଜ୍ୟର ଚିହ୍ନ "ଅଶୋକ ସ୍ତମ୍ଭ" ଆଜି ଭାରତର ରାଷ୍ଟ୍ରୀୟ ଚିହ୍ନ ଭାବେ ପରିଚିତ ।

ଅଶୋକଙ୍କ ବାଲ୍ୟଜୀବନ

ସମ୍ପାଦନା

ସାମ୍ରାଜ୍ୟ

ସମ୍ପାଦନା
 
Approximate extent of Maurya empire under Ashoka. The empire stretched from Afghanistan to Bengal to southern India

ଅଶୋକଙ୍କ ବିଭିନ୍ନ ଶିଳାଲିପିଗୁଡିକରୁ ଜଣାଯାଏ, ତାଙ୍କର ସାମ୍ରାଜ୍ୟ ଉତ୍ତରରେ ହିମାଳୟଠାରୁ ଦକ୍ଷିଣରେ କର୍ଣ୍ଣାଟକ ଏବଂ ପଶ୍ଚିମରେ ଆଫଗାନିସ୍ଥାନବେଲୁଚିସ୍ଥାନଠାରୁ ପୂର୍ବରେ ବ୍ରହ୍ମପୁତ୍ର ନଦୀବଙ୍ଗୋପସାଗର ପର୍ଯ୍ୟନ୍ତ ବିସ୍ତୃତ ଥିଲା ।

ନିଜର ଅସାଧାରଣ ବ୍ୟକ୍ତିତ୍ୱ, ଉଦାର ଧର୍ମନୀତି, ଅହିଂସା ନୀତି, ବୌଦ୍ଧ ଧର୍ମର ପ୍ରଚାର ତଥା ଲୋକହିତକର ରାଜ୍ୟଶାସନ ଯୋଗୁଁ ଅଶୋକ ବିଶ୍ୱ ଇତିହାସରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି ।

 
A c. 1910 painting by Abanindranath Tagore (1871–1951) depicting Ashoka's queen standing in front of the railings of the Buddhist monument at Sanchi (Raisen district, Madhya Pradesh).

ମୌର୍ଯ୍ୟ ଶାସନପଦ୍ଧତି

ସମ୍ପାଦନା

କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର, ମେଘାସ୍ଥିନିସଙ୍କ ଇଣ୍ଡିକା ଏବଂ ଅଶୋକଙ୍କର ଶିଳାନୁଶାସନରୁ ମୌର୍ଯ୍ୟ ଶାସନପଦ୍ଧତି ବିଷୟ ଜଣାଯାଏ । ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟରେ ଚନ୍ଦ୍ରଗୁପ୍ତ ଏକ ସୁଦୃଢ଼ ଓ ସୁପରିକଳ୍ପିତ ଶାସନପଦ୍ଧତିର ପ୍ରଚଳନ୍ କରିଥିଲେ । ତାଙ୍କପରେ ଅଶୋକ ଏହି ଶାସନ ପ୍ରଣାଳୀରେ କେତେକ ସଂସ୍କାର କରିଥିଲେ । ମୌର୍ଯ୍ୟ ଶାସନର ମୂଳଲକ୍ଷ୍ୟ ଥିଲା ଜନକଲ୍ୟାଣ ।

କଳିଙ୍ଗର ପରାଜୟ

ସମ୍ପାଦନା

ତାଙ୍କର୧୩ ତମ ଶିଳାଲିପିରୁ,ଆମ୍ଭେମାନେ ଜାଣୁ ଯେ ଯୁଦ୍ଧ ଏକ ପ୍ରଚଣ୍ଡ ଏବଂ୧୦୦,୦୦୦ ସୈନିକର ମୃତ୍ୟୁର କାରଣ ଓ ବହୁତ ବେସାମରିକ ବ୍ୟକ୍ତି ପ୍ରତିରକ୍ଷାରେ ଯୋଗ ଦେଇଥିଲେ;୧୫୦,୦୦୦ ଲୋକମାନଙ୍କୁ ବନ୍ଦୀ କରା ଯାଇଥିଲା ।[୧୦]

ବୌଦ୍ଧଧର୍ମକୁ ପରିବର୍ତ୍ତନ

ସମ୍ପାଦନା
 
A similar four "Indian lion" Lion Capital of Ashoka atop an intact Ashoka Pillar at Wat U Mong near Chiang Mai, Thailand showing another larger Dharma Chakra / Ashoka Chakra atop the four lions.

ଅଶୋକଙ୍କ ଅନୁଶାସନ ଏକ ବଡ଼ ବିଷାଦପୂର୍ଣ୍ଣ ଓ ଦୁଃଖଦାୟକ ପ୍ରତିଫଳ ହୋଉଥିଲା, ଅଶୋକ ବୁଝିପାରୁଥିଲେ କି ତାଙ୍କ ଭୁଲ ପାଇଁ ତାଙ୍କ ପରିବାର ଓ ବନ୍ଧୁବାନ୍ଧବ ମୃତ୍ୟୁ ମୁଖରେ ଯନ୍ତ୍ରଣା ଭୋଗ ମଧ୍ୟ କରୁଛନ୍ତି।[୧୧]

କିମ୍ବଦନ୍ତୀ କହୁଚି, ଯେ, ଯୁଦ୍ଧ ସରିବାର ଗୋଟେ ଦିନ ପରେ, ଅଶୋକ ସାହାସିକତା ସହ ସହରର ବାହାରକୁ ଯାଇଥିଲେ ଏବଂ ସେ ଦେଖିଲେକି ସବୁ ଘରଦ୍ୱାରା ପଡିଯାଇଛି ଏବଂ ଏଣେତେଣେ ଛିନ୍ନଭିନ୍ନ ହୋଇ ମୃତଦେହ ପଡିରହିଛି ।ସେହି ଦୃଶ୍ୟ ତାଙ୍କୁ ରୁଗ୍ଣ/ଦୁର୍ବଳ କରିଦେଇଥିଲା ଓ ସେ କାନ୍ଦି ପକେଇଥିଲେ ବି।[୧୨]

କଳିଙ୍ଗ ସହ ମାରାତ୍ମକ ଯୁଦ୍ଧ ପରେ ପ୍ରତିହିଂସା ପରାୟଣ ରାଜା ଅଶୋକ ଜଣେ ସ୍ଥିରମନା ଓ ଶାନ୍ତପୂର୍ଣ ରାଜା ପରିବର୍ତନଓ ବୁଦ୍ଧଙ୍କ ଅନୁଗାମୀ ହୋଇଥିଲେ। [୧୩] । ବଶମଙ୍କ ଅନୁସାରେ, ତାଙ୍କ ଧର୍ମ ମୂଳରୁ / ବଂଶର ମୂଳରୁ ସେ ବୌଦ୍ଧଧର୍ମ ନ ଥିଲା।[୧୪]


 
Ashokan Pillar at Vaishali

ମୃତ୍ୟୁ ଓ ଇଚ୍ଛାପତ୍ର

ସମ୍ପାଦନା
 
Ashoka's Major Rock Edict at Junagadh contains inscriptions by Ashoka (fourteen of the Edicts of Ashoka), Rudradamanna I and Skandagupta.
ରାଜାଙ୍କ ପୋତ
ସମ୍ପାଦନା

ଐତିହାସିକ ଉତ୍ପତ୍ତି ସ୍ଥଳ

ସମ୍ପାଦନା
 
Bilingual inscription (in Greek and Aramaic) by King Ashoka, discovered at Kandahar (National Museum of Afghanistan).
 
A Punch-marked Coin of Ashoka[୧୫]

ଉପଲବ୍ଧି

ସମ୍ପାଦନା

ବିତର୍କ ଉପରେ ଧ୍ୟାନ

ସମ୍ପାଦନା

ଧର୍ମ ପ୍ରତି ନିକଟତର ହବା

ସମ୍ପାଦନା

ସାରାବିଶ୍ୱରେ ବୌଦ୍ଧଧର୍ମର ବିସ୍ତାର

ସମ୍ପାଦନା
 
ସାଞ୍ଚି ସ୍ତୁପ.
 
Mauryan ringstone, with standing goddess. Northwest Pakistan. 3rd century BCE. British Museum.

ଜୀବ କଲ୍ୟାଣ

ସମ୍ପାଦନା

ଅଶୋକ ଚକ୍ର

ସମ୍ପାଦନା
 
The Ashoka Chakra, "the wheel of Righteousness" (Dharma in Sanskrit or Dhamma in Pali)"

ଅଶୋକସ୍ତମ୍ବ

ସମ୍ପାଦନା
 
ଅଶୋକ ସ୍ତମ୍ଭ ଲୁମ୍ବିନୀ, ନେପାଳ, ବୁଦ୍ଧଙ୍କ ଜନ୍ମସ୍ଥାନ

ଅଶୋକ ମୁଦ୍ରା

ସମ୍ପାଦନା

ନିର୍ମାଣରେ ପାରଙ୍ଗମ ଅଶୋକ

ସମ୍ପାଦନା
 
Mahabodhi Temple, built on the site of an older temple by Ashoka (c. 250 BCE); restoration by the British and India post independence

ବ୍ରିଟିଶର କଟକଣା ଓ ୱେଲିଗାମା ଶ୍ରୀ ସୁମନଗଲଙ୍କ ତଦା ରଖରେ ପୁନଃନିର୍ମାଣ ହୋଇଥିଲା।[୧୬]

ଅଙ୍କନ, ଚିତ୍ର, ସାହିତ୍ୟ

ସମ୍ପାଦନା

ମୌର୍ଯ୍ୟଶାସନର ପତନ

ସମ୍ପାଦନା
  1. Lars Fogelin (1 April 2015). An Archaeological History of Indian Buddhism. Oxford University Press. pp. 81–. ISBN 978-0-19-994823-9.
  2. Fred Kleiner (1 January 2015). Gardner’s Art through the Ages: A Global History. Cengage Learning. pp. 474–. ISBN 978-1-305-54484-0.
  3. Chandra, Amulya (2015-05-14). "Ashoka | biography - emperor of India". Britannica.com. Retrieved 2015-08-09.
  4. Thapur (1973), p. 51.
  5. ୫.୦ ୫.୧ Jerry Bentley, Old World Encounters: Cross-Cultural Contacts and Exchanges in Pre-Modern Times (New York: Oxford University Press, 1993), 44.
  6. Kalinga had been conquered by the preceding Nanda Dynasty but subsequently broke free until it was re-conquered by Ashoka, c. 260 BCE. (Raychaudhuri, H. C.; Mukherjee, B. N. 1996. Political History of Ancient India: From the Accession of Parikshit to the Extinction of the Gupta Dynasty. Oxford University Press, pp. 204-209, pp. 270-271)
  7. Jerry Bentley, Old World Encounters: Cross-Cultural Contacts and Exchanges in Pre-Modern Times (New York: Oxford University Press, 1993), 45.
  8. Jerry Bentley, Old World Encounters: Cross-Cultural Contacts and Exchanges in Pre-Modern Times (New York: Oxford University Press, 1993), 46.
  9. http://indiansaga.com/history/magadha_kalinga.html
  10. prachin bharater itihas by sunil chattopadhyay
  11. Smith, Vincent A. (1901). Asoka - the Buddhist Emperor of India . Rulers of India series. Oxford at the Clarendon Press. p. 130.
  12. Kamath, Prabhakar. "How Ashoka the Great Gave Brahmins A Song With Which They Conquered India". Nirmukta. Archived from the original on 2016-02-13. Retrieved 2016-02-16.
  13. "Ashoka - Ancient History Encyclopedia". Ancient.eu. Retrieved 2015-08-08.
  14. The Wonder That was India : A.L. Basham page 56
  15. Mitchiner, Michael (1978). Oriental Coins & Their Values: The Ancient and Classical World 600 B.C. - A.D. 650. Hawkins Publications. p. 544. ISBN 978-0-9041731-6-1.
  16. Goonatilake, Hema (30 May 2010). "Edwin Arnold and the Sri Lanka connection". The Sunday Times.

ବାହାର ତଥ୍ୟ

ସମ୍ପାଦନା