ବୌଦ୍ଧ ଧର୍ମ
ଭାରତ ର ଗୋଟିଏ ଧର୍ମ ଯାହା ବୁଦ୍ଧ ଧର୍ମ କୁହାଯାଏ ।
ବୈାଦ୍ଧ ଧର୍ମ (ପାଳି: ବୋଧ ଧର୍ମ) ଏକ ଧର୍ମ ଓ ଦର୍ଶନ ଯେଉଁଥିରେ ଅନେକ ଧରଣର ପରମ୍ପରା, ବିଶ୍ୱାସ ଓ ଆଚରଣ ରହିଛି । ଏହା ଗୌତମ ବୁଦ୍ଧଙ୍କ ଶିକ୍ଷାକୁ ନେଇ ଗଠିତ । ଖ୍ରୀ.ପୂ. ୬ଷ୍ଠ ଓ ୪ର୍ଥ ଶତାବ୍ଦୀରେ ବୁଦ୍ଧ ଭାରତୀୟ ଉପମହାଦେଶର ଉତ୍ତର-ପୂର୍ବ ଭାଗରେ ବାସ କରି ଶିକ୍ଷା ପ୍ରଦାନ କରିଥିଲେ । [୧] ସେ ବୌଦ୍ଧବାଦୀମାନଙ୍କ ପାଇଁ ବୋଧି ବା ଜଣେ ଆଲୋକିତ ଗୁରୁ, ଯେ ତାହାଙ୍କର ଜ୍ଞାନକୁ ଚେତନା ରହିତ ଜନଙ୍କୁ ଅବିଦ୍ୟାର ବିନାଶ କରିବାର ଶିକ୍ଷା ପ୍ରଦାନ କରିଥିବା ଗୁରୁ ଭାବରେ ଜଣା, ଯାହା, ସଂସାରର ଯାବତୀୟ ଦୁଃଖ, କ୍ଲେଷରୁ ତରିବାରେ ଜଣଙ୍କୁ ସହଯୋଗ କରିଥାଏ ।
ବୌଦ୍ଧ ଧର୍ମ | |
---|---|
![]() |


ଆହୁରି ଦେଖନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
- ↑ "Buddhism". (2009). In Encyclopædia Britannica. Retrieved November 26, 2009, from Encyclopædia Britannica Online Library Edition.
ବାହାର ତଥ୍ୟ ସମ୍ପାଦନା
ଉଇକି କଥାରେ ବୌଦ୍ଧ ଧର୍ମ ସମ୍ବନ୍ଧୀୟ ଅନେକ ଲୋକବାଣୀ ରହିଛି
ଉଇକିମିଡ଼ିଆ କମନ୍ସରେ Buddhism
ବାବଦରେ ମାଧ୍ୟମ ରହିଛି ।
Wikiversity has learning materials about Buddha oracle# Buddhism
- Frequently Asked Questions About Buddhism Archived 2015-03-20 at the Wayback Machine.
- Orange Tip Editions Archived 2016-10-08 at the Wayback Machine. Buddhism in everyday life
- Religion and Spirituality: Buddhism Archived 2008-07-25 at the Wayback Machine. at Open Directory Project
- "Buddhism — objects, art and history". Asia. Victoria and Albert Museum. Archived from the original on 2008-01-06. Retrieved 2007-12-06.
- Buddhist texts at Sacred Texts.com
- Buddhism in various languages
- The Future of Buddhism series, from Patheos
- Thanissaro Bhikkhu. "Emptiness". [www.accesstoinsight.org/lib/ A Theravada Library]. Retrieved 2012-12-19.
{{cite web}}
: Unknown parameter|publisher-link=
ignored (help)