ଅଳ୍ପରକ୍ତ‌ତା

ଶରୀରର କୌଣସି ଅଙ୍ଗକୁ ରକ୍ତ ସରବରାହ କମ୍ ହେଲେ ଏହି ନାମ ଦିଆଯାଏ ଓ ପ୍ରଭାବିତ ଅଙ୍ଗରେ କମ୍ ଅମ୍ଳଜାନ ମିଳେ ।

ଅଳ୍ପରକ୍ତ‌ତା ବା ଇସକେମିଆ (ଇଂରାଜୀ ଭାଷାରେ Ischemia) ନାମ ଦିଆଯାଏ ଯେତେବେଳେ ତନ୍ତୁକୁ ରକ୍ତ ଯୋଗାଣର ଏକ ପ୍ରତିବନ୍ଧକ ଯୋଗୁ ଅମ୍ଳଜାନର ଅଭାବ ଦେଖାଦେଇଥାଏ | [୩] ଇସକେମିକ୍ ହୃଦ୍ ରୋଗ, ଷ୍ଟ୍ରୋକ୍, ପେରିଫେରାଲ୍ ଭାସ୍କୁଲାର୍ ରୋଗ ଏବଂ ମେସେଣ୍ଟେରିକ୍ ଇସକେମିଆ ଇତ୍ୟାଦି ବିଭିନ୍ନ ପ୍ରକାର ଇସକେମିଆ ଦେଖାଯାଏ | [୫] ଶରୀରର ପ୍ରଭାବିତ କ୍ଷେତ୍ର ଉପରେ ଲକ୍ଷଣ ନିର୍ଭର କରେ । [୫] ଏହା ଧୀରେ ଧୀରେ କିମ୍ବା ହଠାତ୍ ଆରମ୍ଭ ହୋଇପାରେ | [୩]

Ischemia
Ischaemia, ischæmia
Vascular ischemia of the toes with characteristic cyanosis
ଉଚ୍ଚାରଣ
ବିଭାଗVascular surgery
ଆକ୍ରାନ୍ତ ସମୟGradual or sudden[୩]
କାରଣGradual: Atherosclerosis, fibromuscular dysplasia, vasculitis, tumor[୩]
Sudden: Blot clot, vasospasm, aortic dissection[୩][୪]

ଆଥେରୋସ୍କ୍ଲେରୋସିସ୍, ଫାଇବ୍ରୋମସ୍କୁଲାର ଡିସପ୍ଲାସିଆ, ଭାସ୍କୁଲାଇଟିସ୍ କିମ୍ବା ଟ୍ୟୁମରର ବାହ୍ୟ ଚାପ ଯୋଗୁଁ ଧୀରେ ଧୀରେ ଇସକେମିଆ ହୋଇପାରେ | [୩] ବ୍ଲଟ୍ କ୍ଲଟ୍, ଭାସୋସ୍ପାଜ୍ମ, କିମ୍ବା ଆଓର୍ଟିକ୍ ଡିସେକସନ ହେତୁ ହଠାତ୍ ଆରମ୍ଭ ହୋଇପାରେ | [୩] [୪]

ଅବସ୍ଥାକୁ ରୋକିବା ପାଇଁ ଏକ ସୁସ୍ଥ ଜୀବନ‌ଚର୍ଯ୍ୟା ଆବଶ୍ୟକ ହୁଏ । | [୫] ଏହି ଶବ୍ଦ ବ୍ୟବ‌ହାରର ପ୍ରଥମ ଦସ୍ତାବିଜରେ ୧୮୫୫[୬] ମସିହାରୁ ଆରମ୍ଭ ହୋଇଥିବା ଜଣାଯାଏ । ଏହା ଗ୍ରୀକ୍ ଶବ୍ଦ ଇସକେଇନରୁ ନିଆଯାଇଛି ଯାହାର ଅର୍ଥ ଅବରୋଧ ଓ ହାଇମା ଅର୍ଥ ରକ୍ତ | [୬]

ଆଧାର ସମ୍ପାଦନା

  1. Martin, Elizabeth A. (1987). Concise Medical Dictionary (in ଇଂରାଜୀ). Oxford University Press. p. 107. ISBN 978-0-19-281991-8.
  2. "Definition of ISCHEMIA". www.merriam-webster.com (in ଇଂରାଜୀ). Retrieved 27 February 2021.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Occlusive Peripheral Arterial Disease - Heart and Blood Vessel Disorders". Merck Manuals Consumer Version. Retrieved 27 February 2021.
  4. ୪.୦ ୪.୧ Hotchkiss, R; Marks, T (March 2014). "Management of acute and chronic vascular conditions of the hand". Current reviews in musculoskeletal medicine. 7 (1): 47–52. doi:10.1007/s12178-014-9202-6. PMID 24668045.
  5. ୫.୦ ୫.୧ ୫.୨ "What Is Ischemia?". WebMD (in ଇଂରାଜୀ). Retrieved 27 February 2021.
  6. ୬.୦ ୬.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; Merriam2021 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।