ଅର୍ଜୁନ ପୁରସ୍କାର

ଭାରତୀୟ ପୁରସ୍କାର
ଅର୍ଜୁନ ପୁରସ୍କାର
ପୁରସ୍କାର ତଥ୍ୟ
ପ୍ରକାର ସାଧାରଣ
ଶ୍ରେଣୀ ଖେଳ (ଏକକ)
ସ୍ଥାପିତ ୧୯୬୧
ପ୍ରଥମେ ଦିଆଗଲା ୧୯୬୧
ଶେଷଥର ଦିଆଯାଇଛି ୨୦୧୯
ଦାତା ଭାରତ ସରକାର
ନଗଦ ଅର୍ଥ Indian Rupee ₹ ୫୦୦,୦୦୦
ପୁରସ୍କାର କ୍ରମ
ରାଜୀବ ଗାନ୍ଧୀ ଖେଳ ରତ୍ନ ← ଅର୍ଜୁନ ପୁରସ୍କାର → ଏକଲବ୍ୟ ପୁରସ୍କାର


ଅର୍ଜୁନ ପୁରସ୍କାର ବିଜେତା ଓଡ଼ିଆ ଖେଳାଳି ସମ୍ପାଦନା

କେନ୍ଦ୍ର ସରକାରଙ୍କ ପ୍ରଚଳିତ ଏହି ସର୍ବୋଚ୍ଚ କ୍ରୀଡ଼ା ସମ୍ମାନର ୫୦+ ବର୍ଷର ଇତିହାସରେ ଓଡ଼ିଶାରୁ ୯ ଜଣ ଅର୍ଜୁନ ପୁରସ୍କାର ବିଜେତା ହୋଇପାରିଛନ୍ତି ।

  1. ପ୍ରମୋଦ ଭଗତ (୨୦୧୯): ପାରା-ବ୍ୟାଡମିଣ୍ଟନ ଖେଳାଳି[୧]
  2. ଦୂତୀ ଚାନ୍ଦ (୨୦୨୦) : ଆଥଲେଟ[୨]
  3. କାଟୁଲୁ ରବି କୁମାର (୨୦୧୧): ଭାରୋତ୍ତଳକ
  4. ଇଗ୍ନେଶ ତିର୍କି (୨୦୦୯): ହକି ଖେଳାଳି
  5. ଜ୍ୟୋତି ସୁନିତା କୁଲୁ (୨୦୦୬): ମହିଳା ହକି ଖେଳାଳି
  6. ଦିଲୀପ ତିର୍କୀ (୨୦୦୨): ହକି ଖେଳାଳି
  7. ରଚିତା ପଣ୍ଡା (୧୯୯୮): ଆଥଲେଟ
  8. ବିଜୟ ଶତପଥୀ (୧୯୮୧): ଭାରୋତ୍ତଳକ
  9. ମିନତି ମହାପାତ୍ର (୧୯୭୮-୭୯): ସାଇକେଲ ଚାଳକ[୩]

ଆଧାର ସମ୍ପାଦନା

  1. "Pramod Bhagat becomes Odisha's eighth Arjuna awardee". The New Indian Express. Retrieved 2019-08-18.
  2. "क्रिकेटर इंशांत शर्मा और एथलीट दुती चंद समेत 27 खिलाड़ियों को मिलेगा अर्जुन अवॉर्ड". www.zeenews.india.com. ZEE NEWS. Archived from [www.zeenews.india.com/hindi/sports/cricket/ishant-sharma-dutee-chand-among-27-recipients-of-arjuna-award-2020/732795 the original] on 29 August 2020. Retrieved 29 August 2020. {{cite web}}: Check |url= value (help)
  3. "Winner-List-Arjun-Award-Cycling". Ministry of Youth Affairs and Sports, Govt. of India. Retrieved 7 March 2015.

ଅଧିକ ତଥ୍ୟ ସମ୍ପାଦନା