ଅର୍ଚ୍ଚନା (କବିତା ସଙ୍କଳନ)

କବିତା ସଙ୍କଳନ

ଅର୍ଚ୍ଚନା ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ରଚିତ[୧] ଏକ ଓଡ଼ିଆ କବିତା ସଙ୍କଳନ ।[୨]ବିଳ୍ୱଦଳ", "ଦୁର୍ବାଦଳ", "ଚମ୍ପାଦଳ" ଓ "ଶତଦଳ" ନାମରେ ନାମିତ ଚାରୋଟି ଅଧ୍ୟାୟର ସମନ୍ୱିତ ଏହି ପୁସ୍ତକରେ ଶତାଧିକ ପଦ୍ୟ ପ୍ରକାଶିତ ହୋଇଛି । କବିତାଗୁଡ଼ିକ ମାଧ୍ୟମରେ କବି ଦୁଃଖୀ, ଗରିବ ଓ ନିଷ୍ପେସିତ ଲୋକଙ୍କର ସ୍ୱରକୁ ପ୍ରତିଫଳିତ କରିଛନ୍ତି ।[୩]

ଅର୍ଚ୍ଚନା (କବିତା ସଙ୍କଳନ)  
ଅର୍ଚ୍ଚନା (କବିତା ସଙ୍କଳନ) ବହିର ମଲାଟ
ଲେଖକକୁନ୍ତଳା କୁମାରୀ ସାବତ
ଭାଷାଓଡ଼ିଆ
ବିଭାଗକବିତା
ପ୍ରକାଶକକୁନ୍ତଳା କୁମାରୀ ସାବତ
ପ୍ରକାଶ ତାରିଖ୧୯୨୭
ମାଧ୍ୟମ ପ୍ରକାରଛାପାବହି
ଛାପାଖାନାବି.ଏସ. ଦାସ, ମୁକୁର ପ୍ରେସ, କଟକ
ପୃଷ୍ଠା୧୯୪


ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. Susie J. Tharu; Ke Lalita (1991). Women Writing in India: 600 B.C. to the early twentieth century. Feminist Press at CUNY. pp. 470–. ISBN 978-1-55861-027-9.
  2. କୁନ୍ତଳା କୁମାରୀ ସାବତ. ଅର୍ଚ୍ଚନା (କବିତା ସଙ୍କଳନ). ଗୌରୀଶଙ୍କର ରାୟ, ପ୍ରଭାସ ଚନ୍ଦ୍ର ଛାପାଖାନା, କଟକ (୧୯୪୦)
  3. "Kuntala Kumari Sabat : A True Patriotic Litterateur and Reflection of Her Literary Works on Gandhian Movement" (PDF). Orissa Review (August 2010): 26.