ଅମୃତେଶ୍ୱର ମନ୍ଦିର , ଅମୃତପୁରା
ଅମୃତେଶ୍ୱର ମନ୍ଦିର (କନ୍ନଡ଼: ಅಮೃತೇಶ್ವರ ದೇವಸ್ಥಾನ)ଭାରତୀୟ ରାଜ୍ୟ କର୍ଣାଟକ ଚିକମାଗାଲୁର ଜିଲ୍ଲାର ଚିକମାଗଲୁର ସହରଠାରୁ 67 କିଲୋମିଟର ଦୁରବର୍ତୀ ଅମୃତପୁରା ଗ୍ରାମରେ ଅବସ୍ଥିତ । ଏହି ମନ୍ଦିର ୧୧୯୬ ମସିହାରେ ହୋୟଶାଳା ରାଜା ବୀର ବଲ୍ଲଳ IIଙ୍କ ସେନାପତି ଅମୃତେଶ୍ୱର ଦଣ୍ଡନାୟକଙ୍କଦ୍ୱାରା ନିର୍ମିତ ହେଇଥିଲା ।
ଅମୃତେଶ୍ୱର ମନ୍ଦିର , ଅମୃତପୁରା | |
---|---|
village | |
Country | India |
State | Karnataka |
District | Chikkamagaluru District |
Languages | |
Time zone | UTC+5:30 (IST) |
ଅମୃତେଶ୍ୱର ମନ୍ଦିର
ସମ୍ପାଦନାଏହି ମନ୍ଦିର ପ୍ରାଚୀନ ହୋୟଶାଳା ସ୍ଥାପତ୍ୟ କଳା ଅନୁସାରେ ନିର୍ମିତ ହେଇଥିଲା । ଏହା ମଧ୍ୟରେ ଏକ ବିଶାଳ ମନ୍ତପ ବା ହଲ ରହିଛି । ଏହି ହଲ ମଧ୍ୟରେ ସମଦୂରତାରେ ଗୋଲାକାର ଖୋଦନ ଚିତ୍ର ସହ ସ୍ତମ୍ଭ ମାନ ରହିଛି ।
ଗ୍ୟାଲେରି
ସମ୍ପାଦନା-
ବାହ୍ୟ ସ୍ତମ୍ଭର ଦୃଶ୍ୟ
-
ସୂକ୍ଷ୍ମ କଳା ସମ୍ମିଳିତ କାନ୍ଥ
-
ଅମୃତପୁରା ମନ୍ଦିର କାନ୍ଥରେ ଶିଳା କୃତି
-
ଅମୃତପୁରା ମନ୍ଦିର କାନ୍ଥରେ ଶିଳା କୃତି
-
ଅମୃତପୁରା ମନ୍ଦିର କାନ୍ଥରେ ଶିଳା କୃତି
-
Close up of wall relief at Amrutesvara temple, Amruthapura
-
ଅମୃତପୁରା ମନ୍ଦିର କାନ୍ଥରେ ଶିଳା କୃତି
-
ଅମୃତପୁରା ମନ୍ଦିର କାନ୍ଥରେ ଶିଳା କୃତି
-
ଅମୃତପୁରା ମନ୍ଦିର କାନ୍ଥରେ ଶିଳା କୃତି a
-
ଅମୃତପୁରା ମନ୍ଦିର କାନ୍ଥରେ ଶିଳା କୃତି
-
ଅମୃତପୁରା ମନ୍ଦିର କାନ୍ଥରେ ଜାଲି କାମ ଝରକା
-
ଅମୃତପୁରା ମନ୍ଦିର କାନ୍ଥରେ ଶିଳା କୃତିରେ ହିନ୍ଦୁ ଦେବାଦେବୀ
-
ସ୍ତୁପାକାର ଛତରେ କଳା କୃତି
-
ସ୍ତୁପାକାର ଛତରେ କଳା କୃତି
-
ସ୍ତୁପାକାର ଛତରେ କଳା କୃତି
-
କାନ୍ଥରେ କ୍ଷୋଦିତ କଳା କୃତି
-
ମଣ୍ଡପର ବାହ୍ୟ କାନ୍ଥରେ ଖୋଦିତ କଳା
ନୋଟ ସବୁ
ସମ୍ପାଦନାପୁନଶ୍ଚ ଦେଖଣା
ସମ୍ପାଦନା- Hoysala architecture
- Chikkamagaluru District
ଆଧାର
ସମ୍ପାଦନା- Gerard Foekema, A Complete Guide to Hoysala Temples, Abhinav, 1996 ISBN 978-81-7017-345-8
- Suryanath U. Kamath, A Concise history of Karnataka from pre-historic times to the present, Jupiter books, 2001, MCC, Bangalore (Reprinted 2002) LCCN:80905179, OCLC:7796041.