ଅଭିମନ୍ୟୁ କୁମାର

ଓଡ଼ିଆ ରାଜନୀତିଜ୍ଞ

ଅଭିମନ୍ୟୁ କୁମ୍ଭାର (୪ ମାର୍ଚ୍ଚ ୧୯୨୮ - ୨୬ ଜୁଲାଇ ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରେଢ଼ାଖୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୮ମ ଓ ୯ମ ଓ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଅଭିମନ୍ୟୁ କୁମ୍ଭାର
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀବସନ୍ତ କୁମାର ମହାନନ୍ଦ
ପର ଅଧିକାରୀସନାତନ ବିଶି
ନିର୍ବାଚନ ମଣ୍ଡଳୀରେଢ଼ାଖୋଲ
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀବସନ୍ତ କୁମାର ମହାନନ୍ଦ
ପର ଅଧିକାରୀବସନ୍ତ କୁମାର ମହାନନ୍ଦ
ନିର୍ବାଚନ ମଣ୍ଡଳୀରେଢ଼ାଖୋଲ
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀଭିକାରି ସୁନା
ପର ଅଧିକାରୀବସନ୍ତ କୁମାର ମହାନନ୍ଦ
ନିର୍ବାଚନ ମଣ୍ଡଳୀରେଢ଼ାଖୋଲ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1928-03-04)୪ ମାର୍ଚ୍ଚ ୧୯୨୮
ମୃତ୍ୟୁ୨୬ ଜୁଲାଇ ୨୦୨୦(2020-07-26) (ବୟସ ୯୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଗୌରୀ କୁମ୍ଭାର
ବାପା/ବୋଉରାମଚନ୍ଦ୍ର କୁମ୍ଭାର
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଅଭିମନ୍ୟୁ କୁମ୍ଭାର ୧୯୨୮ ମସିହାରୁ ମାର୍ଚ୍ଚ ମାସ ୪ ତାରିଖରେ ଭତରାସ୍ଥିତ ମଠପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ରାମଚନ୍ଦ୍ର କୁମ୍ଭାର ଓ ପତ୍ନୀଙ୍କ ନାମ ଗୌରୀ କୁମ୍ଭାର । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍‌ରୁ କମ ।[୩]

ରାଜନୈତିକ ଜୀବନ ସମ୍ପାଦନା

ଅଭିମନ୍ୟୁ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ ।[୩]

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ରେଢ଼ାଖୋଲ କଂଗ୍ରେସ (ଆର୍)
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ରେଢ଼ାଖୋଲ କଂଗ୍ରେସ (ଇ)
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ରେଢ଼ାଖୋଲ ଭାରତୀୟ ଜାତୀୟ କଂଗ୍ରେସ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ରେଢ଼ାଖୋଲ ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ ସମ୍ପାଦନା

ଅଭିମନ୍ୟୁ କୁମ୍ଭାର ୨୦୨୦ ମସିହାର ଜୁଲାଇ ମାସ ୨୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୪] ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା ।[୨]

ଆଧାର ସମ୍ପାଦନା

  1. "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Retrieved 29 August 2020.
  2. ୨.୦ ୨.୧ "ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାରଙ୍କ ନିଧନ". Zee Odisha. 26 July 2020. Retrieved 10 September 2020.
  3. ୩.୦ ୩.୧ "Shri Abhimanyu Kumbhar". odishaassembly.nic.in. Odisha Assembly. Retrieved 9 September 2020.
  4. "୯୮ ବର୍ଷ ବୟସରେ ଆଖି ବୁଜିଲେ ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାର". ସମ୍ବାଦ. sambad.in. 27 July 2020. Retrieved 10 September 2020.