ଅନୁରାଗ

୧୯୮୦ର ଓଡ଼ିଆ କଥାଚିତ୍ର

ଅନୁରାଗ ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହା ନିତାଇ ପାଲିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।[୨]

ଅନୁରାଗ
ନିର୍ଦ୍ଦେଶକନିତାଇ ପାଲିତ
କଳାକାରପ୍ରଶାନ୍ତ ନନ୍ଦ, ଅଜିତ ଦାସ, ମାଳବିକା ରାୟ
ସଙ୍ଗୀତଭୁବନେଶ୍ୱର ମିଶ୍ର, ହରିପ୍ରସାଦ ଚୌରାଶିଆ
ମୁକ୍ତିଲାଭ ତାରିଖ
୧୯୮୦
ଦେଶଭାରତ
ଭାଷାଓଡ଼ିଆ

ଅଭିନୟରେସମ୍ପାଦନ କରନ୍ତୁ

ଓଡ଼ିଆଚଳଚ୍ଚିତ୍ର ‘ଅନୁରାଗ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାରସମ୍ପାଦନ କରନ୍ତୁ

  1. "ଅନୁରାଗ". ନିତିଦିନ 'ନଜର୍'. Retrieved 24 April 2017.
  2. http://www.orissadiary.com/ShowEntertainmentNews.asp?id=28652

ବାହାର ଆଧାରସମ୍ପାଦନ କରନ୍ତୁ