କୁମୁଦିନୀ ପଟ୍ଟନାୟକ

ଭାରତୀୟ ରାଜନୀତିଜ୍ଞ

କୁମୁଦିନୀ ପଟ୍ଟନାୟକ ଜଣେ ଭାରତୀୟ ରାଜନୀତିଜ୍ଞ ଓ ବିଜୁ ଜନତା ଦଳ ତରଫରୁ ୨୦୦୦ ମସିହାରେ ଓଡ଼ିଶାର ଆସ୍କା ନିର୍ବାଚ‌ନ ମଣ୍ଡଳୀରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧] କିନ୍ତୁ ସେ ବିଜେଡିରୁ ବ‌ହିସ୍କୃତ ହୋଇଥିଲେ ଓ ପରେ କଂଗ୍ରେସରେ ଯୋଗ ଦେଇଥିଲେ । ମାତ୍ର ୨୦୦୪ରେ ହରିହର ସ୍ୱାଇଁଙ୍କଠାରୁ ହାରି ଯାଇଥିଲେ । ପରେ ସେ କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ ଜନତା ଦଳରେ ମିଶଥିଲେ ।[୨][୩][୪][୫]

କୁମୁଦିନୀ ପଟ୍ଟନାୟକ
କୁମୁଦିନୀ ପଟ୍ଟନାୟକ
Member: ୧୩ତମ ଲୋକ ସଭା
ନିର୍ବାଚନ ମଣ୍ଡଳୀଆସ୍କା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1945-07-07) ୭ ଜୁଲାଇ ୧୯୪୫ (ବୟସ ୭୮)
ରାଜନୀତିକ ଦଳବିଜେଡି
ଜୀବନ ସାଥୀରାମକୃଷ୍ଣ ପଟ୍ଟନାୟକ
ସନ୍ତାନ୪ ଝିଅ

ଆଧାର ସମ୍ପାଦନା

  1. "Thirteenth Lok Sabha Members Bioprofile Kumudini Patnaik". Lok Sabha. Retrieved 21 October 2015.
  2. "One Time Wonders in Aska". New Indian Express. 20 March 2014. Archived from the original on 4 March 2016. Retrieved 21 October 2015.
  3. "BJD Lok Sabha team splits". Rediff.com. 23 April 2003. Retrieved 21 October 2015.
  4. "Ex-minister Ramakrushna, wife quit 'declining' Congress". The Times of India. 24 February 2014. Retrieved 21 October 2015.
  5. "Ramakrushna, Wife Join BJP". New Indian Express. 20 March 2014. Retrieved 21 October 2015.[permanent dead link]