ଅନିମା କର
ଓଡ଼ିଆ ଗାୟକ
ଅନିମା କର ଜଣେ ଜଣାଶୁଣା ଅଧ୍ୟାପିକା ଓ ଗାୟିକା ଥିଲେ । [୧] ଆକାଶବାଣୀ କଟକରୁ ସେ ବୋଲିଥିବା ଅନେକ ଗୀତ ପ୍ରସାରିତ ହୋଇଛି ଯାହା ମଧ୍ୟରେ ଚିତ୍ତ ଜେନାଙ୍କ ସହିତ ସପନର ଫୁଲଝରି ଯୁଗଳ ଗୀତଟି ଲୋକପ୍ରିୟ ହୋଇଥିଲା । ସେ ଶରତ କୁମାର କରଙ୍କୁ ବିବାହ କରିଥିଲେ ।[୨][୩]
ଅନିମା କର | |
---|---|
ଜନ୍ମ | ଅନିମା କର |
ମୃତ୍ୟୁ | ୨୮ ନଭେମ୍ବର ୨୦୨୩ ଭୁବନେଶ୍ୱର |
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | ଶରତ କୁମାର କର |
ସନ୍ତାନ | ସୁମନ କର, ଶୋଭନ କର |
ସମ୍ପର୍କୀୟ | ରଜତ କୁମାର କର |
ଅନିମା କର ଇଂରାଜୀ ଭାଷାର ଜଣେ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପିକା ଥିଲେ । ସେ ରମାଦେବୀ ମହିଳା ମହାବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ ।[୪] ସେ ଜଣେ ପ୍ରତିଷ୍ଠିତ ଗାୟିକା ମଧ୍ୟ । ୧୯୬୦ରୁ ୧୯୯୦ ମଧ୍ୟରେ ସେ ଆକାଶବାଣୀର ‘ଏ’ ଗ୍ରେଡ୍ କଳାକାର ଥିଲେ । ଶରତ କରଙ୍କ ଦୁଇ ପୁଅଙ୍କ ଭିତରୁ ବଡ଼ ପୁଅ ସୁମନ ଭୁବନେଶ୍ୱରର ଏକ କଲେଜରେ ଇଂରାଜୀ ବିଭାଗ ଅଧ୍ୟାପକ । ଦ୍ୱିତୀୟ ପୁତ୍ର ଶୋଭନ ଜଣେ ଆଇଆରଏସ ଅଫିସର ଥିଲେ ଓ ସେ ଚାକିରୀରୁ ସ୍ୱେଚ୍ଛକୃତ ଅବସର ନେଇସାରିଛନ୍ତି ।[୫][୬]
ଆଧାର
ସମ୍ପାଦନା- ↑ All India Radio, N.D.; Singh, G. (1980). AKASHVANI: Vol. XLV, No.48 ( 9 NOVEMBER, 1980 ). 87 Akashvani (Sept-Dec) 1980 (in ଜର୍ମାନ). All India Radio (AIR),New Delhi. p. 51. Retrieved 21 November 2023.
- ↑ "MLA Sarat Kumar Kar Profile". MAHANGA Constituency. Archived from the original on 21 November 2023. Retrieved 21 November 2023.
- ↑ Sethy, Rajesh (12 October 2020). "ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ ।". Kanak News. Retrieved 21 November 2023.
- ↑ Ollson, Hampus Roy (20 June 2023). "What Makes Madam President a Great Leader?". Penguin Random House India. Retrieved 21 November 2023.
- ↑ Bureau, OB (6 January 2021). "Veteran Politician Sarat Kar's Son Sobhan Kar Likely To Join Odisha Politics". odishabytes. Retrieved 21 November 2023.
- ↑ "ସୁସାହିତ୍ୟିକ ଓ ପୂର୍ବତନ ବାଚସ୍ପତି ଶରତ କର ଆଉ ନାହାନ୍ତି; କରୋନାରେ ଚାଲିଗଲେ". News18 Odia. 12 October 2020. Retrieved 21 November 2023.