ଅଟ୍ରି ଉଷ୍ମପ୍ରସ୍ରବଣ

ଭାରତରେ ଗ୍ରାମ

ଅଟ୍ରି ଓଡ଼ିଶାର ଖୋର୍ଦ୍ଧାଜିଲ୍ଲାରେ ଥିବା ଏକ ଛୋଟିଆ ଗ୍ରାମ । ଖୋର୍ଦ୍ଧାଠାରୁ ୧୫ କି.ମି. ପଶ୍ଚିମ ଦିଗରେ ଅବସ୍ଥିତ ଅଟ୍ରି । ନିକଟତର ବିମାନବନ୍ଦର ହେଉଛି ବିଜୁ ପଟ୍ଟନାୟକ ବିମାନ ବନ୍ଦର

ଅଟ୍ରି ଉଷ୍ମପ୍ରସ୍ରବଣ
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଖୋର୍ଦ୍ଧା
ଭାଷା
 • ସରକାରୀଓଡ଼ିଆ
Time zoneUTC+୫.୩୦ (ଆଇ.ଏସ୍.ଟି)
Nearest cityଭୁବନେଶ୍ୱର (୪୨ କି.ମି.)

ପରମ୍ପରା

ସମ୍ପାଦନା

ପରମ୍ପରା ମୁତାବକ ମକର ସଂକ୍ରାନ୍ତି ଦିନ ଭୋରରୁ ଅଟ୍ରି ଉଷ୍ଣ ପ୍ରସ୍ରବଣ ଦହଲ(ମାନସିକ) କୁଣ୍ଡରେ ଶତାଧିକ ମାନସିକଧାରୀ ମହିଳା ଗୁଆ ଖୋଜିଥାନ୍ତି ୤ ବନ୍ଧ୍ୟା ନାରୀମାନେ ଶୁଦ୍ଧପୂତ ଭାବରେ ଏହି ଦହଲରୁ ଗୁଆ ଖୋଜି ଭକ୍ଷଣ କଲେ ସନ୍ତାନବତୀ ହୁଅନ୍ତି ବୋଲି ପ୍ରବାଦ ରହିଛି ୤

ଗ୍ୟାଲେରି

ସମ୍ପାଦନା

ବାହାର ଲିଙ୍କ

ସମ୍ପାଦନା