ଅଟ୍ଟକାଳୀ
ଅଟ୍ଟକାଳୀ ଚାଉଳରେ ତିଆରି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ ।
ତିଆରି ପଦ୍ଧତି
ସମ୍ପାଦନାଚାଉଳରେ ତିଆରି ବହୁତ ପତଳା ସିରାରେ ଲୁଣ, ନଡ଼ିଆ କୋରା ପକାଇ ଘାଣ୍ଟି ଗରମ ପାଣିରେ ଚାଉଳ ଚୁନା ପକାଇ ଜନ୍ତାଯାଏ । ଏହି ଜନ୍ତଣିକୁ ଛୋଟ ଛୋଟ ଗୁଳା କରାଯାଏ । ଆଉ ଏକ କଡ଼େଇରେ ପାଣି ଫୁଟାଇ ଲୁଣ, ଗୁଡ, ନଡିଆ କୋରା ଦେଇ ଘାଣ୍ଟି ଚାଉଳ ଗୁଣ୍ଡ ପକାଇ ଘଣ୍ଟାଯାଏ । ଏହି ବହଳିଆ ଆଣରେ ଚାଉଳ ଗୁଳା ପକାଇ ଘାଣ୍ଟି ଓହ୍ଲାଇ ଦିଆଯାଏ ।[୧]
ଆଧାର
ସମ୍ପାଦନା- ↑ ଦେବୀ, ପ୍ରସନ୍ନ କୁମାରୀ (2008). ଓଡ଼ିଶୀ ରନ୍ଧନ କଳା. କଟକ: ଅଗ୍ରଦୂତ.
ଏହି ଓଡ଼ିଆ ଖାଦ୍ୟ–ସମ୍ବନ୍ଧିତ ଲେଖାଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |