ଅକ୍ସିକୋଡୋନ/ପାରାସେଟାମୋଲ

ଅକ୍ସିକୋଡୋନ/ପାରାସେଟାମୋଲ, ଅକ୍ସିକୋଡୋନ/ ଆସେଟାମିନୋଫେନ ଭାବରେ ମଧ୍ୟ ଜଣାଶୁଣା ଏବଂ ବିକ୍ରୟ ନାମ ପେରକୋସେଟ, ଏକ ଔଷଧ ଯେଉଁଥିରେ ଓପିଏଡ୍ ଅକ୍ସିକୋଡୋନ ସହିତ ପାରାସିଟାମୋଲ (ଆସିଟାମିନୋଫେନ୍)ର ମିଶ୍ରଣ ଥାଏ ଓ ଏହା ମଧ୍ୟମରୁ ଗମ୍ଭୀର ଧରଣର ସ୍ୱଳ୍ପ ସମୟ ଯନ୍ତ୍ରଣା ପାଇଁ ବ୍ୟବହୃତ ହୁଏ ।[୧] ଏହା ତୁରନ୍ତ ଏବଂ ବିସ୍ତାରିତ କାର୍ଯ୍ୟକ୍ଷମ ଔଷଧ ଭାବରେ ଆସେ ।[୧] ଏହା ପାଟିରେ ଦିଆଯାଏ ।[୧]

ଅକ୍ସିକୋଡୋନ/ପାରାସେଟାମୋଲ
Combination of
OxycodoneOpioid analgesic
ParacetamolAnilide analgesic
Clinical data
Trade namesDepalgos, Endocet, Maxigesic, Percocet, Ratio-Oxycocet, Roxicet, others
SynonymsOxycodone/acetaminophen, oxycodone/APAP
AHFS/Drugs.comentry
data
Pregnancy
category
  • US: C (Risk not ruled out)
Routes of
administration
By mouth
Legal status
Legal status
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିଶାଗ୍ରସ୍ତ, ନିଦ୍ରାଳୁ ଭାବ, ଗଲୁ, କୋଷ୍ଠକାଠିନ୍ୟ, ଆନାଫାଇଲାକ୍ସିସ୍, ନିମ୍ନ ରକ୍ତଚାପ ଏବଂ ଶ୍ୱାସକ୍ରିୟା ହ୍ରାସ ହୋଇପାରେ। [୧] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର ନବଜାତ ଓପିଓଏଡ୍ ପ୍ରତ୍ୟାହାର ସିଣ୍ଡ୍ରୋମ ହୋଇପାରେ ।[୧]

୧୯୭୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହା ଏକ ନିୟନ୍ତ୍ରିତ ଦ୍ରବ୍ୟ ଅଟେ ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଷ୍ଟ୍ରରେ ୨୦୨୦ ମସିହା ସୁଦ୍ଧା ୯୦ଟି ବଟିକାର ମୂଲ୍ୟ ପ୍ରାୟ 22 ଡଲାର ଥିଲା ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Oxycodone and Acetaminophen (Professional Patient Advice)". Drugs.com (in ଇଂରାଜୀ). Archived from the original on 20 May 2020. Retrieved 12 November 2020.
  2. Mancano, Michael; Gallagher, Jason (2010). Frequently Prescribed Medications (in ଇଂରାଜୀ). Jones & Bartlett Learning. p. 8. ISBN 978-0-7637-8117-0. Archived from the original on 2021-07-10. Retrieved 2020-11-12.
  3. Hamilton, Richard J. (2009). Tarascon Pharmacopoeia 2010 Professional Desk Reference Edition (in ଇଂରାଜୀ). Jones & Bartlett Learning. p. 15. ISBN 978-0-7637-7769-2. Archived from the original on 2021-07-10. Retrieved 2020-11-12.
  4. "Percocet Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Archived from the original on 26 April 2020. Retrieved 12 November 2020.