ଅକ୍ସିକୋଡୋନ/ପାରାସେଟାମଲ

ଏହା ମଧ୍ୟମରୁ ଗମ୍ଭୀର ଧରଣର ଯନ୍ତ୍ରଣା ପାଇଁ ବ୍ୟବହୃତ ହୁଏ ।

ଅକ୍ସିକୋଡୋନ/ପାରାସେଟାମୋଲ, ଯାହା ଅକ୍ସିକୋଡୋନ/ ଆସେଟାମିନୋଫେନ ଭାବରେ ମଧ୍ୟ ଜଣାଶୁଣା ଏବଂ ଏହାର ବିକ୍ରୟ ନାମ ପରକୋସେଟ, ହେଉଛି ଓପିଓଏଡ୍ ଅକ୍ସିକୋଡୋନ୍ ସହିତ ପାରାସେଟାମୋଲ (ଆସେଟାମିନୋଫେନ୍) ର ମିଶ୍ରଣ ଅଟେ, ଯାହା ମଧ୍ୟମରୁ ଗମ୍ଭୀର ଧରଣର ଯନ୍ତ୍ରଣା ପାଇଁ ବ୍ୟବହୃତ ହୁଏ ।[] ଏହା ତୁରନ୍ତ ବା ବିସ୍ତାରିତ ରିଲିଜ୍ ସୂତ୍ରରେ ଆସେ ।[] ଏହା ପାଟିରେ ଦିଆଯାଏ ।[]

ଅକ୍ସିକୋଡୋନ/ପାରାସେଟାମଲ
Combination of
OxycodoneOpioid analgesic
AcetaminophenAnilide analgesic
Clinical data
Trade namesPercocet, others
AHFS/Drugs.com
data
Routes of
administration
By mouth
ATC code
Legal status
Legal status
Identifiers
CAS Number
ChemSpider
KEGG
 ☒NcheckY (what is this?)  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି ଏବଂ ମୁଣ୍ଡ ବୁଲାଇବା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିଶା, ନିଦ୍ରା, କୁଣ୍ଡେଇ ହେବା, କୋଷ୍ଠକାଠିନ୍ୟ, ଆନାଫାଇଲକ୍‌ସିସ, ନିମ୍ନ ରକ୍ତଚାପ ଏବଂ ନିଶ୍ୱାସ ପ୍ରଶ୍ୱାସ ହ୍ରାସ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର ନବଜାତକ ଓପିଓଏଡ ପ୍ରତ୍ୟାହାର ସିଣ୍ଡ୍ରୋମ ହୋଇପାରେ ।[]

୧୯୭୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[] ଯୁକ୍ତରାଷ୍ଟ୍ରରେ ଏହା ଏକ ଅନୁସୂଚିତ ୨ ନିୟନ୍ତ୍ରିତ ପଦାର୍ଥ ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଷ୍ଟ୍ରରେ ୨୦୨୦ ସୁଦ୍ଧା ୯୦ଟି ବଟିକାର ମୂଲ୍ୟ ପ୍ରାୟ ୨୨ ଡଲାର ଥିଲା ।[]

  1. "Percocet- oxycodone hydrochloride and acetaminophen tablet". DailyMed. Retrieved 17 October 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Oxycodone and Acetaminophen (Professional Patient Advice)". Drugs.com (in ଇଂରାଜୀ). Archived from the original on 20 May 2020. Retrieved 12 November 2020.
  3. Mancano, Michael; Gallagher, Jason (2010). Frequently Prescribed Medications (in ଇଂରାଜୀ). Jones & Bartlett Learning. p. 8. ISBN 978-0-7637-8117-0. Archived from the original on 2021-07-10. Retrieved 2020-11-12.
  4. Hamilton, Richard J. (2009). Tarascon Pharmacopoeia 2010 Professional Desk Reference Edition (in ଇଂରାଜୀ). Jones & Bartlett Learning. p. 15. ISBN 978-0-7637-7769-2. Archived from the original on 2021-07-10. Retrieved 2020-11-12.
  5. "Percocet Prices, Coupons & Savings Tips". GoodRx (in ଆମେରିକୀୟ ଇଂରାଜୀ). Archived from the original on 26 April 2020. Retrieved 12 November 2020.