ଅକ୍ସାପ୍ରୋଜିନ (ଇଂରାଜୀ ଭାଷାରେ Oxaprozin), ଅନ୍ୟମାନଙ୍କ ମଧ୍ୟରେ ଡେପ୍ରୋ ଏକ ବେପାର ନାମ, ହେଉଛି ଏକ ନନ୍ ଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID), ଯାହା ଓଷ୍ଟିଓଆର୍ଥ୍ରାଇଟିସ୍ ଏବଂ ରିଉମାଟଏଡ ଆର୍ଥ୍ରାଇଟିସ ରୋଗମାନଙ୍କରେ ହେଉଥିବା ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨]

ଅକ୍ସାପ୍ରୋଜିନ
Clinical data
Trade namesDaypro, Dayrun, Duraprox, others
SynonymsOxaprozinum[୧]
AHFS/Drugs.commonograph
MedlinePlusa693002
Pregnancy
category
  • C
Routes of
administration
By mouth
Legal status
Legal status
  • AU: S4 (Prescription only)
  • ℞ (Prescription only)
Pharmacokinetic data
Bioavailability95%
Protein binding99%
MetabolismLiver—65% oxidation and 35% glucuronic acid conjugation. 5% are active phenolic metabolites.
Elimination half-life54.9 hours
Identifiers
  • 3-(4,5-diphenyl-1,3-oxazol-2-yl)propanoic acid
ECHA InfoCard100.040.254 Edit this at Wikidata
Chemical and physical data
FormulaC18H15NO3
Molar mass୨୯୩.୩୨ g·mol−1
3D model (JSmol)
  • O=C(O)CCc1nc(c(o1)c2ccccc2)c3ccccc3
  • InChI=1S/C18H15NO3/c20-16(21)12-11-15-19-17(13-7-3-1-4-8-13)18(22-15)14-9-5-2-6-10-14/h1-10H,11-12H2,(H,20,21) checkY
  • Key:OFPXSFXSNFPTHF-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ପାକସ୍ଥଳୀ ଘାଆ, ଖାଦ୍ୟନଳୀ ରକ୍ତସ୍ରାବ, ଅଇ, ବୃକ୍‌କର ଖରାପ କାର୍ଯ୍ୟ ଏବଂ ଗଲୁ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଆନାଫାଇଲକ୍‌ସିସ , ହୃଦ୍‌ପାତ, ମାୟୋକାର୍ଡିଆଲ୍ ଇନଫାର୍କସନ ଏବଂ ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ହୋଇପାରେ ।[୨] ଗର୍ଭାବସ୍ଥାର ଶେଷ ଭାଗରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨]

୧୯୬୭ ମସିହାରେ ଅକ୍ସାପ୍ରୋଜିନ ପେଟେଣ୍ଟ ହୋଇଥିଲା ଏବଂ ୧୯୮୩ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ୬୦୦ ମିଗ୍ରା ବିଶିଷ୍ଟ ମାତ୍ରାର ମୂଲ୍ୟ ୨.୫୦ ଡଲାର ହୋଇଥିଲା ।[୨] ଏହା କାନାଡ଼ା ଏବଂ ଜାପାନରେ ମଧ୍ୟ ଉପଲବ୍ଧ । [୧]

ଆଧାର ସମ୍ପାଦନା

  1. ୧.୦ ୧.୧ Society, Swiss Pharmaceutical (2000). Index Nominum 2000: International Drug Directory (in ଇଂରାଜୀ). Taylor & Francis. p. 768. ISBN 978-3-88763-075-1. Archived from the original on 10 November 2021. Retrieved 10 November 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Oxaprozin Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 18 January 2021. Retrieved 10 November 2021.
  3. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 520. ISBN 9783527607495. Archived from the original on 2020-08-06. Retrieved 2020-10-17.