ଅକ୍ଷୟ କୁମାର ଗମାଙ୍ଗ
ଓଡ଼ିଆ ରାଜନୀତିଜ୍ଞ
ଅକ୍ଷୟ କୁମାର ଗମାଙ୍ଗ (୧୨ ଡିସେମ୍ବର ୧୯୬୬ - ୨୧ ଅପ୍ରେଲ ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଅକ୍ଷୟ କୁମାର ଗମାଙ୍ଗ | |
---|---|
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୧ ଅପ୍ରେଲ ୧୯୯୫ | |
ପୂର୍ବ ଅଧିକାରୀ | ଶବର ଡୁମ୍ବା |
ପର ଅଧିକାରୀ | ନରସିଂହ ପାତ୍ର |
ନିର୍ବାଚନ ମଣ୍ଡଳୀ | ଗୁଣୁପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୨ ଡିସେମ୍ବର ୧୯୬୬ |
ମୃତ୍ୟୁ | ୨୧ ଅପ୍ରେଲ ୧୯୯୫ | (ବୟସ ୨୮)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଅମି ପିଦିକା |
ସନ୍ତାନ | ୩ |
ବାପା/ବୋଉ | ପୁଞ୍ଜୁରୀ ବିଶି ମାଝୀ ପିଦିକା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଅକ୍ଷୟ କୁମାର ଗମାଙ୍ଗ ୧୯୬୬ ମସିହାର ଡିସେମ୍ବର ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୁଞ୍ଜୁରୀ ବିଶି ମାଝୀ ପିଦିକା ଓ ପତ୍ନୀଙ୍କ ନାମ ଅମି ପିଦିକା ।[୧]
ରାଜନୈତିକ ଜୀବନ
ସମ୍ପାଦନାଅକ୍ଷୟ କୁମାର ଗମାଙ୍ଗ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
ସମ୍ପାଦନାଅକ୍ଷୟ କୁମାର ଗମାଙ୍ଗ ୧୯୯୬ ମସିହାର ମାର୍ଚ୍ଚ ୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୨୮ ବର୍ଷ ବୟସ ହୋଇଥିଲା ।
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Akshya Kumar Gomango". odishaassembly.nic.in. Odisha Assembly. Retrieved 3 February 2022.