ଅକ୍ଷୟ କୁମାର ଗମାଙ୍ଗ

ଓଡ଼ିଆ ରାଜନୀତିଜ୍ଞ

ଅକ୍ଷୟ କୁମାର ଗମାଙ୍ଗ (୧୨ ଡିସେମ୍ବର ୧୯୬୬ - ୨୧ ଅପ୍ରେଲ ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଅକ୍ଷୟ କୁମାର ଗମାଙ୍ଗ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୧ ଅପ୍ରେଲ ୧୯୯୫
ପୂର୍ବ ଅଧିକାରୀଶବର ଡୁମ୍ବା
ପର ଅଧିକାରୀନରସିଂହ ପାତ୍ର
ନିର୍ବାଚନ ମଣ୍ଡଳୀଗୁଣୁପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1966-12-12)୧୨ ଡିସେମ୍ବର ୧୯୬୬
ମୃତ୍ୟୁ୨୧ ଅପ୍ରେଲ ୧୯୯୫(1995-04-21) (ବୟସ ୨୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଅମି ପିଦିକା
ସନ୍ତାନ
ବାପା/ବୋଉପୁଞ୍ଜୁରୀ ବିଶି ମାଝୀ ପିଦିକା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଅକ୍ଷୟ କୁମାର ଗମାଙ୍ଗ ୧୯୬୬ ମସିହାର ଡିସେମ୍ବର ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୁଞ୍ଜୁରୀ ବିଶି ମାଝୀ ପିଦିକା ଓ ପତ୍ନୀଙ୍କ ନାମ ଅମି ପିଦିକା ।[୧]

ରାଜନୈତିକ ଜୀବନ ସମ୍ପାଦନା

ଅକ୍ଷୟ କୁମାର ଗମାଙ୍ଗ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଅକ୍ଷୟ କୁମାର ଗମାଙ୍ଗ ୧୯୯୬ ମସିହାର ମାର୍ଚ୍ଚ ୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୨୮ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Akshya Kumar Gomango". odishaassembly.nic.in. Odisha Assembly. Retrieved 3 February 2022.