ନରସିଂହ ପାତ୍ର

ଓଡ଼ିଆ ରାଜନୀତିଜ୍ଞ

ନରସିଂହ ପାତ୍ର (୨୦ ଅଗଷ୍ଟ ୧୯୧୨ - ୨୨ ଜାନୁଆରୀ ୧୯୯୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୧ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ନରସିଂହ ପାତ୍ର
ବିଧାୟକ: ୨ୟ, ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୭
ପୂର୍ବ ଅଧିକାରୀଶବର ଡୁମ୍ବା
ପର ଅଧିକାରୀଭାଗିରଥୀ ଗମାଙ୍ଗ
ନିର୍ବାଚନ ମଣ୍ଡଳୀଗୁଣୁପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1912-08-20)୨୦ ଅଗଷ୍ଟ ୧୯୧୨
ମୃତ୍ୟୁ୨୨ ଜାନୁଆରୀ ୧୯୯୦(1990-01-22) (ବୟସ ୭୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସରିୟାମଣୀ ଦେବୀ
ସନ୍ତାନ
ବାପା/ବୋଉମଧୁସୂଦନ ପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ନରସିଂହ ପାତ୍ର ୧୯୧୨ ମସିହାର ଅଗଷ୍ଟ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଧୁସୂଦନ ପାତ୍ର ଓ ପତ୍ନୀଙ୍କ ନାମ ସରିୟାମଣୀ ଦେବୀ[୧]

ରାଜନୈତିକ ଜୀବନ ସମ୍ପାଦନା

ନରସିଂହ ପାତ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ନରସିଂହ ପାତ୍ର ୧୯୯୦ ମସିହାର ଜାନୁଆରୀ ୨୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Naroshimho Patro". odishaassembly.nic.in. Odisha Assembly. Retrieved 4 February 2022.