ତାରାଶଙ୍କର ବନ୍ଦୋପାଧ୍ୟାୟ
ବଙ୍ଗଳା ଔପନ୍ୟାସିକ
(Tarasankar Bandyopadhyayରୁ ଲେଉଟି ଆସିଛି)
ତାରାଶଙ୍କର ବନ୍ଦୋପାଧ୍ୟାୟ (୨୩ ଜୁଲାଇ ୧୮୯୮ - ୧୪ ସେପ୍ଟେମ୍ବର ୧୯୭୧) ଜଣେ ବଙ୍ଗଳା ଔପନ୍ୟାସିକ ଥିଲେ । ସେ ୬୫ ଗୋଟି ଉପନ୍ୟାସ, ୫୩ ଗୋଟି ଗପବହି, ୧୨ ଗୋଟି ନାଟକ, ୪ ଗୋଟି ରଚନା, ୨ ଗୋଟି ଭ୍ରମଣ କାହାଣୀ ରଚନା କରଥିଲେ । ତାଙ୍କ ସାହିତ୍ୟ ଅବଦାନ ନିମନ୍ତେ ସେ ପଦ୍ମ ଭୂଷଣ, ଜ୍ଞାନପୀଠ ପୁରସ୍କାରରେ ଭୂଷିତ ହୋଇଥିଲେ ।
ରଚନାବଳୀ
ସମ୍ପାଦନାବନ୍ଦୋପାଧ୍ୟାୟ ନିଜ ସମସାମୟିକ ଯୁଦ୍ଧକାଳୀନ କାଳର ଚିତ୍ରଣ କରି ଉପନ୍ୟାସ ଓ କ୍ଷୁଦ୍ରଗଳ୍ପମାନ ରଚନା କରିଥିଲେ । ତାଙ୍କର ପ୍ରାରମ୍ଭିକ ରଚନାବଳୀ "ବଙ୍ଗଶ୍ରୀ" ଓ "ପ୍ରବାସୀ" ପତ୍ରିକାରେ ପ୍ରକାଶିତ ହୋଇଥିଲା । ସୁକୁମାର ସେନଙ୍କ ମତ ରେ:[୧]
ବାନାର୍ଜୀ ତାଙ୍କ ଆଞ୍ଚଳିକ ଗପ ଓ ଉପନ୍ୟାସମାନଙ୍କରେ ଖୁବ ଆନନ୍ଦିତ ଲାଗନ୍ତି । ସେ ପଶ୍ଚିମ ବଙ୍ଗର ବୀରଭୂମ ଜିଲ୍ଲାର ଲୋକ ଓ ପରିବେଶକୁ ଭଲ ଭାବେ ଜାଣିଥିଲେ । ତାଙ୍କ କଥା ଓ କାହାଣୀ ଅତି ମନଲୋଭା ।
କବିତା
ସମ୍ପାଦନା- ତ୍ରିପାତ୍ର (୧୯୨୬)
ଆଧାର
ସମ୍ପାଦନା- ↑ Sen, Sukumar (1979) [1960]. History of Bengali Literature (3rd ed.). New Delhi: Sahitya Akademi. p. 345. ISBN 81-7201-107-5.
ଅଧିକ ପଠନ
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ତାରାଶଙ୍କର ବନ୍ଦୋପାଧ୍ୟାୟ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |