ତାଲାଜା
(Talajaରୁ ଲେଉଟି ଆସିଛି)
ତାଲାଜା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଗୁଜରାଟର ଭବ୍ନଗର ଜିଲ୍ଲାରେ ଅବସ୍ଥିତ ।
Talaja, Gujarat, India
તળાજા | |
---|---|
city | |
ଦେଶ | India |
ରାଜ୍ୟ | Gujarat |
ଜିଲ୍ଲା | Bhavnagar |
Elevation | 19 m (62 ft) |
Population (2001)[୧] | |
• Total | ୨୭,୮୨୨ |
ଭାଷା | |
• ସରକାରୀ | Gujarati, Hindi |
Time zone | UTC+5:30 (IST) |
ଭୌଗଳିକ ଅବସ୍ଥିତି
ସମ୍ପାଦନାତାଲାଜା ୨୧.୩୫୨୭ ଉତ୍ତର ଅକ୍ଷାଂଶ ଓ ୭୨.୦୩୫୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୭୮ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତାଲାଜା ସହରର ମୋଟ ଜନସଂଖ୍ୟା ୨୬୧୮୭ ଅଟେ ।[୩] ସେଥି ମଧ୍ୟରୁ ୫୧.୧୮% ଜଣ ପରୁଷ ହୋଇଥିବା ବେଳେ ୪୮.୮୨% ଜଣ ନାରୀ ଅଟନ୍ତି । ତାଲାଜାର ସାକ୍ଷରତା ହାର ୬୧.୬୬% ଅଟେ । ଏହା ଜାତୀୟ ହାରଠାରୁ ୩.୧୮% ପ୍ରତିଶତ କମ ଅଟେ । ସେଥିରୁ ୩୪.୬୫% ପ୍ରତିଶତ ପୁରୁଷ ଓ ୨୭.୦୧% ନାରୀ ଅଟନ୍ତି । ୧୫.୧୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
ସମ୍ପାଦନାଗୁଜରାଟୀ ତାଲାଜାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ http://www.censusindia.gov.in/pca/SearchDetails.aspx?Id=547252
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.