ଷ୍ଟାଟିନ

ଷ୍ଟାଟିନ ଏକ ଔଷଧ ଯାହା ମୁଖ୍ୟତଃ ଉଚ୍ଚ ରକ୍ତ କୋଲେଷ୍ଟେରଲ ଏବଂ ହୃଦରୋଗ ପାଇଁ ବ୍ୟବହୃତ ହୁଏ |
(Statinରୁ ଲେଉଟି ଆସିଛି)

ଷ୍ଟାଟିନ, (ଯାହାକି ଇଂରାଜୀ ଭାଷାରେ ଏଚଏମ‌ଜି-ସିଓଏ ରେଡକ୍ଟେଜ୍ ଇନହିବିଟର (HMG-CoA ଭାବରେ ମଧ୍ୟ ଜଣାଶୁଣା) ଏକ ଔଷଧ ଯାହା ମୁଖ୍ୟତଃ ଉଚ୍ଚ ରକ୍ତ କୋଲେଷ୍ଟେରଲ ଏବଂ ହୃଦରୋଗ ପାଇଁ ବ୍ୟବହୃତ ହୁଏ | [] ଉଚ୍ଚ ସଙ୍କଟରେ ଥିବା ପ୍ରତିଷ୍ଠିତ ହୃଦରୋଗୀଙ୍କର ହୃଦରୋଗକୁ ରୋକିବା ପାଇଁ ଏହା ବ୍ୟବହୃତ ହୁଏ | [] [] ଏହି ଔଷଧ ପାଟିରେ ନିଆଯାଏ | []

ଷ୍ଟାଟିନ
Drug class
Lovastatin was the first statin to be marketed.
Class identifiers
SynonymsHMG-CoA reductase inhibitors
UseHigh cholesterol, heart disease[]
Biological targetHMG-CoA reductase[]
Clinical data
Drugs.comDrug Classes
In Wikidata

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, କୋଷ୍ଠକାଠିନ୍ୟ ଏବଂ ପେଟ ବ୍ୟଥା ହୁଏ | ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ରାବଡୋମାୟୋକାଇସିସ, ଯକୃତ ସମସ୍ୟା ଏବଂ ମଧୁମେହ ରୋଗ ହୋଇପାରେ | [] [] ଗର୍ଭାବସ୍ଥା କିମ୍ବା ସ୍ତନ୍ୟପାନ ସମୟରେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ | [] ସେମାନେ ଏଚଏମଜି-ସିଓଏ ରିଡକ୍ଟେଜ ଏନ୍ଜାଇମ୍‌କୁ (HMG-CoA ରେଡକ୍ଟେଜ୍କୁ ) ପ୍ରତିରୋଧ କରିବା ଫଳରେକୋଲେଷ୍ଟ୍ରୋଲ୍ ଏବଂ ଟ୍ରାଇଗ୍ଲିସେରାଇଡ୍ ଉତ୍ପାଦନ ହ୍ରାସ କରିଥାଏ | []

ଷ୍ଟାଟିନ୍ ୧୯୭୧ ମସିହାରେ ଆବିଷ୍କୃତ ହୋଇ ୧୯୮୭ ମସିହାରେ ଚିକିତ୍ସାରେ ବ୍ୟବହାର କରାଯାଇଥିଲା। [] [] ଅନେକ ଷ୍ଟାଟିନ୍ ଜେନେରିକ ନାମରେ ଉପଲବ୍ଧ ଏବଂ ଅପେକ୍ଷାକୃତ ଶସ୍ତା ଅଟେ। [] ସେଗୁଡ଼ିକ ସାଧାରଣ କୋଲେସ୍ଟେରଲ-ହ୍ରାସକାରୀ ଔଷଧ | ୨୦୧୮ ମସିହାରେ ଆଟୋରଭାସ୍ଟିନ (atorvastatin) ଔଷଧ ଯୁକ୍ତରାଷ୍ଟ୍ରରେ ସର୍ବାଧିକ ପ୍ରେସକ୍ରିପସନ କରାଯାଇଥିବା ଔଷଧ ଥିଲା ଓ ସିମଭାଷ୍ଟାଟିନ୍ ଦଶମ ସର୍ବାଧିକ ପ୍ରେସକ୍ରିପସନ କରାଯାଇଥିବା ଔଷଧ ଥିଲା |

  1. ୧.୦ ୧.୧ ୧.୨ "List of Statins + Uses, Types & Side Effects". Drugs.com (in ଇଂରାଜୀ). Retrieved 19 April 2021.
  2. Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. p. 204. ISBN 978-0-7020-7442-4.
  3. National Clinical Guideline Centre (UK) (July 2014). "Lipid Modification: Cardiovascular Risk Assessment and the Modification of Blood Lipids for the Primary and Secondary Prevention of Cardiovascular Disease". National Institute for Health and Clinical Excellence: Guidance. London: National Institute for Health and Care Excellence (UK). PMID 25340243. NICE Clinical Guidelines, No. 181. {{cite journal}}: Cite journal requires |journal= (help)
  4. Taylor F, Huffman MD, Macedo AF, Moore TH, Burke M, Davey Smith G, Ward K, Ebrahim S (January 2013). "Statins for the primary prevention of cardiovascular disease". The Cochrane Database of Systematic Reviews. 1 (1): CD004816. doi:10.1002/14651858.CD004816.pub5. PMC 6481400. PMID 23440795. {{cite journal}}: Unknown parameter |displayauthors= ignored (|display-authors= suggested) (help)
  5. ୫.୦ ୫.୧ ୫.୨ ୫.୩ Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. p. 204. ISBN 978-0-7020-7442-4.
  6. Naci H, Brugts J, Ades T (July 2013). "Comparative tolerability and harms of individual statins: a study-level network meta-analysis of 246 955 participants from 135 randomized, controlled trials" (PDF). Circulation: Cardiovascular Quality and Outcomes. 6 (4): 390–99. doi:10.1161/CIRCOUTCOMES.111.000071. PMID 23838105.
  7. National Clinical Guideline Centre (UK) (July 2014). "Lipid Modification: Cardiovascular Risk Assessment and the Modification of Blood Lipids for the Primary and Secondary Prevention of Cardiovascular Disease". National Institute for Health and Clinical Excellence: Guidance. London: National Institute for Health and Care Excellence (UK). PMID 25340243. NICE Clinical Guidelines, No. 181. {{cite journal}}: Cite journal requires |journal= (help)
  8. Endo, A (2010). "A historical perspective on the discovery of statins". Proceedings of the Japan Academy. Series B, Physical and biological sciences. 86 (5): 484–93. doi:10.2183/pjab.86.484. PMID 20467214.