ସାୱାଇ ମାଧୋପୁର
(Sawai Madhopurରୁ ଲେଉଟି ଆସିଛି)
ସାୱାଇ ମାଧୋପୁର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ସୱଇ ମଧୋପୁର୍ ଜିଲ୍ଲାରେ ଅବସ୍ଥିତ ।
Sawai Madhopur
सवाई माधोपुर Madhopur (माधोपुर) | |
---|---|
city | |
Nickname: Tiger city | |
Country | India |
State | Rajasthan |
District | Sawai Madhopur |
Founded by | Sawai Madho Singh I |
Named for | Himself |
Government | |
• Type | Rajasthan Government |
• Body | Municipality |
Population (2011)[୧] | |
• Total | ୧,୨୧,୧୦୬ |
Time zone | UTC+5:30 (IST) |
PIN | 322021 |
Telephone code | 07462 |
ଯାନବାହାନ ପଞ୍ଚୀକରଣ | RJ 25 |
Sex ratio | 887 per 1000 ♂/♀ |
Website | sawaimadhopur.rajasthan.gov.in |
ଭୌଗଳିକ ଅବସ୍ଥିତି
ସମ୍ପାଦନାସାୱାଇ ମାଧୋପୁର ୨୫.୯୯୨୯ ଉତ୍ତର ଅକ୍ଷାଂଶ ଓ ୭୬.୩୮୩୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୯୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାୱାଇ ମାଧୋପୁର ସହରର ମୋଟ ଜନସଂଖ୍ୟା ୯୬୭୯୪ ଅଟେ ।[୩] ସେଥି ମଧ୍ୟରୁ ୫୩.୩୩% ଜଣ ପରୁଷ ହୋଇଥିବା ବେଳେ ୪୬.୬୭% ଜଣ ନାରୀ ଅଟନ୍ତି । ସାୱାଇ ମାଧୋପୁରର ସାକ୍ଷରତା ହାର ୬୦.୯୨% ଅଟେ । ଏହା ଜାତୀୟ ହାରଠାରୁ ୩.୯୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୮.୩୯% ପ୍ରତିଶତ ପୁରୁଷ ଓ ୨୨.୫୩% ନାରୀ ଅଟନ୍ତି । ୧୬.୬୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
ସମ୍ପାଦନାହିନ୍ଦୀ ସାୱାଇ ମାଧୋପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.