ସତ୍ୟେନ୍ଦ୍ର ନାଥ ବୋଷ

ଭାରତୀୟ ରାଜନୀତିଜ୍ଞ
(Satyendra Nath Boseରୁ ଲେଉଟି ଆସିଛି)

ପ୍ରଫେସର ସତ୍ୟେନ୍ଦ୍ର ନାଥ ବୋଷ (ବଙ୍ଗଳା: সত্যেন্দ্র নাথ বসু ଶୋତ୍ତେନ୍ଦ୍ରୋନାଥ ବୋଶୂ  ; ୧ ଜାନୁୟାରୀ ୧୮୯୪ – ୪ ଫେବୃୟାରି ୧୯୭୪) ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ଅଟନ୍ତି , ସେ ଗାଣିତିକ-ଭୌତିକ ଶସ୍ତ୍ରରେ ପାରଦର୍ଶୀ ଥିଲେ । ସେ ଇଂଲଣ୍ଡର ରୟାଲ ସୋସାଇଟୀର ଫେଲୋଶିପ (FRS) ପାଇଥିଲେ ।[୧] ତାଙ୍କ ଜନ୍ମ କଲିକତାରେ ହୋଇଥିଲା । ବିଂଶ ଶତାବ୍ଦୀ ପ୍ରଥମାର୍ଦ୍ଧରେ (୧୯୨୦) ସେ କ୍ୱାଣ୍ଟମ ମେକନିକ୍ସ (Quantum mechanics) ପାଇଁ ଜଣାଶୁଣା ଥିଲେ , ଯାହାକି ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନ ଓ ବୋଷ-ଆଇନଷ୍ଟାଇନ କ‌ନ୍‌ଡେ‌ନ୍‌ସେ‌ଟ୍‌ର ମୂଳ ତତ୍ତ୍ୱ ଥିଲା । ୧୯୫୪ରେ ସେ ଭରତ ସରକାରଙ୍କଦ୍ୱାରା ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିଲେ ।[୨][୩] ତାଙ୍କ ନାଁ ଅନୁସାରେ ବୋଷନର ନାମକରଣ କରାଯାଇଥିଲା । [୪] thumb|ସତ୍ୟେନ୍ଦ୍ର ନାଥ ବୋଷ ତାଙ୍କ ନାଁରେ ଭରତ ସରକାର ଡାକ ଟିକଟ ଛପିଥିଲେ । [୫]

ସତ୍ୟେନ୍ଦ୍ର ନାଥ ବୋଷ
୧୯୨୫ରେ ସତ୍ୟେନ୍ଦ୍ର ନାଥ ବୋଷ
ଜନ୍ମ(1894-01-01)୧ ଜାନୁଆରୀ ୧୮୯୪
ମୃତ୍ୟୁ୪ ଫେବୃଆରୀ ୧୯୭୪(1974-02-04) (ବୟସ ୮୦)
କଲିକତା , ଭାରତ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନUniversity of Calcutta
ପ୍ରସିଦ୍ଧିBose–Einstein condensate
Bose–Einstein statistics
Bose gas
ପୁରସ୍କାରପଦ୍ମ ବିଭୂଷଣ
Fellow of the Royal Society
ବିଜ୍ଞାନୀ ଜୀବନ
କ୍ଷେତ୍ରପଦାର୍ଥ ବିଜ୍ଞାନ ଏବଂ ଗଣିତ
କର୍ମାନୁଷ୍ଠାନକଲିକତା ବିଶ୍ୱବିଦ୍ୟାଳୟ(University of Calcutta)

ପ୍ରାରମ୍ଭିକ ଜୀବନ ସମ୍ପାଦନା

 

ଗବେଷଣା ସମ୍ପାଦନା

ବୋଷ-ଆଇନଷ୍ଟାଇନ ପରିସଂଖ୍ୟାନ ସମ୍ପାଦନା

 
ବୋଷ-ଆଇନଷ୍ଟାଇନ କଣ୍ଡେନସେଟର ଉପସ୍ଥିତି ସୂଚାଉଥିବା ପରୀକ୍ଷଣ

ସମ୍ମାନ ସମ୍ପାଦନା

ପଦ୍ମ ବିଭୂଷଣ

ଆଧାର ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା

  • S. N. Bose. "Plancks Gesetz und Lichtquantenhypothese", Zeitschrift für Physik 26:178-181 (1924). (The German translation of Bose's paper on Planck's law)
  • Abraham Pais. Subtle is the Lord...: The Science and Life of Albert Einstein. Oxford and New York: Oxford University Press, 1982. (pp. 423–434). ISBN 0-19-853907-X.
  • "Heat and thermodynamics" Saha and Srivasthava.
  • Lev Pitaevskii and Sandro Stringari. "Bose-Einstein Condensation". Clarendon Press, 2003, Oxford.