ରିଫାମ୍ପିସିନ
ରିଫାମ୍ପିସିନ, ଅନ୍ୟ ନାମ ରିଫାମ୍ପିନ, ଏକ ଔଷଧ ଯାହା ଅନେକ ପ୍ରକାରରର ଆଣ୍ଟିବାୟୋଟିକ ସଂକ୍ରମଣର ଚିକିତ୍ସା ନିମନ୍ତେ ଦିଆଯାଏ ।[୨] ଏହି ସଂକ୍ରମଣ କରୁଥିବା ଜୀବାଣୁମାନଙ୍କ ନାମ ମୂଖ୍ୟତଃ ଯକ୍ଷ୍ମା, କୁଷ୍ଠ, ଓ ଲେଜିଓନେଲ । ଏହା ଅନ୍ୟ ଆଣ୍ଟିବାୟୋଟିକ ସହିତ ମଧ୍ୟ ଦିଆଯାଏ । ହେମୋଫାଇଲସ୍ ଇନଫ୍ଲୁଏଞ୍ଜି ଟାଇପ ବି ଓ ମେନିଙ୍ଗୋକୋକାଲ ରୋଗ ଜୀବାଣୁ ଜନିତ ରୋଗୀ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ରୋଗ ପ୍ରତିରୋଧ ନିମନ୍ତେ ମଧ୍ୟ ରିଫାମ୍ପିସିନ ଦିଆଯାଏ । ଦୀର୍ଘକାଳୀଣ ଭିତ୍ତିରେ ଏହା ଦେବାକୁ ଥିଲେ ଏହି ଔଷଧ ଦେବା ପୂର୍ବରୁ ଲିଭର ଫଙ୍କସନ ଟେଷ୍ଟ ଓ ରକ୍ତ କାଉଣ୍ଟ କରିବା ଆବଶ୍ୟକ । ପାଟିରେ ଖାଇବାକୁ ଓ ଶୀରାରେ ଦେବାନିମନ୍ତେ ଦୁଇ ପ୍ରକାର ଔଷଧ ମିଳେ ।[୨]
Clinical data | |
---|---|
Pronunciation | /rɪˈfæmpəsɪn/ |
Trade names | Rifadin |
AHFS/Drugs.com | monograph |
MedlinePlus | a682403 |
data | |
Pregnancy category | |
Routes of administration | Oral, IV |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 90 to 95% oral |
Protein binding | 80% |
Metabolism | Hepatic and intestinal wall |
Elimination half-life | 3-4 hours |
Excretion | Urine (~30%), faeces (60-65%) |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
NIAID ChemDB | |
PDB ligand | |
ECHA InfoCard | 100.032.997 |
Chemical and physical data | |
Formula | C43H58N4O12 |
Molar mass | 822.94 g/mol |
3D model (JSmol) | |
Melting point | 183 to 188 °C (361 to 370 °F) |
Boiling point | 1,004.42 °C (1,839.96 °F) [୧] |
| |
| |
(what is this?) (verify) |
ରିଫାମ୍ପିସିନର ସାଧାରଣତଃ ଅଇ, ବାନ୍ତି, ତରଳ ଝାଡ଼ା ଓ କ୍ଷୁଧାହାନୀ ଆଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ଏହି ଔଷଧ ଖାଇବାଦ୍ୱାରା ପରିସ୍ରା, ଝାଳ ଓ ଲୁହର ରଙ୍ଗ ଲାଲ ହୋଇଯାଇ ପାରେ । ଯକୃତ ସମସ୍ୟା ବା ଆଲର୍ଜି ପ୍ରତିକ୍ରିୟା ମଧ୍ୟ ହୋଇପାରେ । ଗର୍ଭାବସ୍ଥାରେ ଏହାର ସୁରକ୍ଷାରେ ସନ୍ଦିହାନ ଥିଲେ ମଧ୍ୟ ସକ୍ରିୟ ଯକ୍ଷ୍ମା ରୋଗ ଥିଲେ ଦେବାକୁ ପରାମର୍ଶ ଦିଆଯାଏ ।ରିଫାମାଇସିନ ଦଳର ରିଫାମ୍ପିସିନ ଏକ ଆଣ୍ଟିବାୟୋଟିକ । ଜୀବାଣୁର ଆରଏନଏ ତିଆରି ଏହି ରିଫାମ୍ପିସିନ ବନ୍ଦ କରିଦେଇ ତାହାକୁ ମାରିଦିଏ ।[୨]
ରିଫାମ୍ପିସିନ ସନ ୨୯୫୭ରେ ପ୍ରଥମେ ପୃଥକ କରାଯାଇଥିଲା ଓ ସନ ୧୯୭୧ରେ ପ୍ରଥମେ ବିକ୍ରି କରାଯାଇଥିଲା ।[୩][୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୨] ଏହାର ହୋଲସେଲ ମୁଲ୍ୟ ମାସକୁ ୩.୯୦ ଆମେରିକୀୟ ଡଲାର ।[୬] ଆମେରିକାରେ ଏହା ଦାମିକା ଓ ମାସକୁ ମାସକୁ ୧୨୦ଡଲାର ଖର୍ଚ୍ଚ ହୁଏ ।[୨][୭] ଆମିକୋଲେଟୋପ୍ସିସ ରିଫାମାଇସିନିକାରୁ ଏହି ଔଷଧ ତିଆରି ହୁଏ ।[୪]
ଆଧାର
ସମ୍ପାଦନା- ↑ "Rifampicin (CAS 13292-46-1)". Santa Cruz Biotechnology Product Block. Santa Cruz Biotechnology. Archived from the original on 27 November 2014. Retrieved 14 November 2014.
{{cite web}}
: External link in
(help)|ref=
- ↑ ୨.୦ ୨.୧ ୨.୨ ୨.୩ ୨.୪ "Rifampin". The American Society of Health-System Pharmacists. Retrieved Aug 1, 2015.
- ↑ Oxford Handbook of Infectious Diseases and Microbiology. OUP Oxford. 2009. p. 56. ISBN 978-0-19-103962-1.
- ↑ ୪.୦ ୪.୧ McHugh, Timothy D. (2011). Tuberculosis : diagnosis and treatment. Wallingford, Oxfordshire: CABI. p. 219. ISBN 978-1-84593-807-9.
- ↑ "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
- ↑ "Rifampicin". International Drug Price Indicator Guide. Archived from the original on 28 March 2020. Retrieved 24 August 2015.
- ↑ Hamilton, Richard J. (2014). Tarascon pocket pharmacopoeia : 2014 deluxe lab-pocket edition (15 ed.). Sudbury: Jones & Bartlett Learning. p. 39. ISBN 978-1-284-05399-9.