ରିଫାମାଇସିନ

ଏହା ଏକ ଆଣ୍ଟିବାୟୋଟିକ ଯାହା ଯାତ୍ରୀ ତରଳ ଝାଡ଼ା ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ରିଫାମାଇସିନ, ଏକ ବେପାର ନାମ ଏମକୋଲୋ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ଯାତ୍ରୀ ତରଳ ଝାଡ଼ା ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଯଦି ଜ୍ୱର କିମ୍ବା ରକ୍ତ ମିଶ୍ରତ ମଳ ଆସୁଥାଏ, ତେବେ ଏହା ଦିଆଯାଇନଥାଏ । [୧] ଏହା ପାଟିରେ ଦିଆଯାଏ ।[୧]

ରିଫାମାଇସିନ
Clinical data
Trade namesAemcolo
SynonymsRifamycin sodium
AHFS/Drugs.commonograph
MedlinePlusa619010
data
Pregnancy
category
  • US: N (Not classified yet)
Routes of
administration
By mouth
Legal status
Legal status
Chemical and physical data
FormulaC37H47NO12
Molar mass୬୯୭.୭୮ g·mol−1
3D model (JSmol)
  • CC1C=CC=C(C(=O)NC2=CC(=C3C(=C2O)C(=C(C4=C3C(=O)C(O4)(OC=CC(C(C(C(C(C(C1O)C)O)C)OC(=O)C)C)OC)C)C)O)O)C
  • InChI=1S/C37H47NO12/c1-16-11-10-12-17(2)36(46)38-23-15-24(40)26-27(32(23)44)31(43)21(6)34-28(26)35(45)37(8,50-34)48-14-13-25(47-9)18(3)33(49-22(7)39)20(5)30(42)19(4)29(16)41/h10-16,18-20,25,29-30,33,40-44H,1-9H3,(H,38,46)/b11-10+,14-13+,17-12-/t16-,18+,19+,20+,25-,29-,30+,33+,37-/m0/s1
  • Key:HJYYPODYNSCCOU-ODRIEIDWSA-N

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଲୋଷ୍ଟ୍ରିଡିଅମ ଡିଫିସିଲ ସଂପୃକ୍ତ ତରଳ ଝାଡ଼ା ହୋଇପାରେ ।[୨] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ରିଫାମାଇସିନ୍ ଶ୍ରେଣୀର ଏକ ଔଷଧ ।[୧]

ଡାକ୍ତରୀ ଚିକିତ୍ସା ପାଇଁ ୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ରିଫାମାଇସିନ୍ ଅନୁମୋଦିତ ହୋଇଛି ।[୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ମାସର ଚିକିତ୍ସା ନିମନ୍ତେ ପ୍ରାୟ ୧୯୦ ଡଲାର ଖର୍ଚ୍ଚ ହୁଏ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Rifamycin Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 17 October 2021.
  2. "DailyMed - AEMCOLO- rifamycin tablet, delayed release". dailymed.nlm.nih.gov. Archived from the original on 17 October 2021. Retrieved 17 October 2021.
  3. "Rifamycin (Aemcolo) Use During Pregnancy". Drugs.com (in ଇଂରାଜୀ). Archived from the original on 17 April 2021. Retrieved 17 October 2021.
  4. "Aemcolo Prices and Aemcolo Coupons - GoodRx". GoodRx. Retrieved 17 October 2021.