ପାଇମେକ୍ରୋଲିମସ

ଏହା ଏକ ଔଷଧ ଯାହା ଆଟୋପିକ୍ ଡର୍ମାଟାଇଟିସ୍ (ଏକଜେମା) ଏବଂ ସୋରିଆସିସ୍ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁ
(Pimecrolimusରୁ ଲେଉଟି ଆସିଛି)

ପାଇମେକ୍ରୋଲିମସ (ଇଂରାଜୀ ଭାଷାରେ Pimecrolimus), ବେପାର ନାମ ଏଲିଡେଲ ହେଉଛି ଏକ ଔଷଧ ଯାହା ଆଟୋପିକ୍ ଡର୍ମାଟାଇଟିସ୍ (ଏକଜେମା) ଏବଂ ସୋରିଆସିସ୍ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଟପିକାଲ୍ କର୍ଟିକୋଷ୍ଟେରଏଡ ପରେ ଚିକିତ୍ସାର ଏହା ଦ୍ୱିତୀୟ ଧାଡ଼ିର ଔଷଧ ।[] ଏହା ଚର୍ମରେ କ୍ରିମ୍ ଭାବରେ ପ୍ରୟୋଗ କରାଯାଏ ।[]

ପାଇମେକ୍ରୋଲିମସ
Clinical data
Trade namesElidel
AHFS/Drugs.commonograph
Pregnancy
category
  • AU: B3
  • US: C (Risk not ruled out)
Routes of
administration
topical
ATC code
Legal status
Legal status
Pharmacokinetic data
Bioavailabilitylow systemic absorption
Protein binding74%–87%
MetabolismHepatic CYP3A
Identifiers
  • (3S,4R,5S,8R,9E,12S,14S,15R,16S,18R,19R,26aS)-3-{(E)-2-[(1R,3R,4S)-4-chloro-3-methoxycyclohexyl]-1-methylvinyl}-8-ethyl-5,6,8,11,12,13,14,15,16,17,18,19,24,25,26,26a-hexadecahydro-5,19-dihydroxy-14,16-dimethoxy-4,10,12,18-tetramethyl-15,19-epoxy-3H-pyrido[2,1-c][1,4]oxaazacyclotricosin-1,7,20,21(4H,23H)-tetrone
CAS Number
PubChem CID
DrugBank
ChemSpider
UNII
ChEMBL
ECHA InfoCard100.124.895 Edit this at Wikidata
Chemical and physical data
FormulaC43H68ClNO11
Molar mass୮୧୦.୪୬ g·mol−1
3D model (JSmol)
  • Cl[C@@H]1CC[C@H](C[C@H]1OC)\C=C(/C)[C@H]2OC(=O)[C@@H]4CCCCN4C(=O)C(=O)[C@]3(O)O[C@H]([C@H](C[C@@H](C)CC(\C)=C\[C@@H](CC)C(=O)C[C@H](O)[C@H]2C)OC)[C@@H](OC)C[C@H]3C
  • InChI=1S/C43H68ClNO11/c1-10-30-18-24(2)17-25(3)19-36(53-8)39-37(54-9)21-27(5)43(51,56-39)40(48)41(49)45-16-12-11-13-32(45)42(50)55-38(28(6)33(46)23-34(30)47)26(4)20-29-14-15-31(44)35(22-29)52-7/h18,20,25,27-33,35-39,46,51H,10-17,19,21-23H2,1-9H3/b24-18+,26-20+/t25-,27+,28+,29-,30+,31+,32-,33-,35+,36-,37-,38+,39+,43+/m0/s1 checkY
  • Key:KASDHRXLYQOAKZ-ZPSXYTITSA-N checkY
 ☒NcheckY (what is this?)  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ପ୍ରତିକ୍ରିୟା, ମୁଣ୍ଡବିନ୍ଧା ଏବଂ କାଶ ହୋଇପାରେ ।[] ଅନ୍ୟାନ୍ୟ ଚିନ୍ତା ଜନ‌କ ପ୍ରତିକ୍ରିୟା ମଧ୍ୟରେ କର୍କଟ ଏବଂ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[] ଏହା ଏକ କାଲସିନ୍ୟୁରିନ ଇନହିବିଟର ।[]

୨୦୦୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ଏହା ବ୍ୟବହାର କରିବା ପାଇଁ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୩୦ ଗ୍ରାମ ଟ୍ୟୁବର ମୂଲ୍ୟ ପ୍ରାୟ ୨୦ ଡଲାର ଅଟେ ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୭୦ ଡଲାର ଅଟେ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Pimecrolimus Monograph for Professionals". Drugs.com (in ଇଂରାଜୀ). Archived from the original on 8 October 2021. Retrieved 28 October 2021."Pimecrolimus Monograph for Professionals". Drugs.com. Archived from the original on 8 October 2021. Retrieved 28 October 2021.
  2. ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1299. ISBN 978-0857114105.BNF 81: March-September 2021. BMJ Group and the Pharmaceutical Press. 2021. p. 1299. ISBN 978-0857114105.
  3. "Pimecrolimus Prices and Pimecrolimus Coupons - GoodRx". GoodRx. Archived from the original on 8 May 2016. Retrieved 28 October 2021.