ପାଟଣ, ଗୁଜରାଟ
(Patanରୁ ଲେଉଟି ଆସିଛି)
ପାଟଣ ଏକ ଭାରତୀୟ ସହର ଅଟେ । ଏହା ଗୁଜରାଟର ପାଟଣ ଜିଲ୍ଲାରେ ଅବସ୍ଥିତ । ପାଟଣ ଏକ ପ୍ରାଚୀନ ସହର, ଏହା ଚାଉଡା ରାଜବଂଶର ପ୍ରମୁଖ ରାଜା ବନରାଜ ଚାଉଡାଙ୍କଦ୍ୱାରା ୭୪୫ ଖ୍ରୀ.ରେ ସ୍ଥାପିତ ହୋଇଥିଲା।
ପାଟଣ | |
---|---|
ସହର | |
Country | India |
ରାଜ୍ୟ | Gujarat |
ଜିଲ୍ଲା | ପାଟଣ |
Elevation | 76 m (249 ft) |
Population (2011) | |
• Total | ୧,୩୩,୭୩୭ |
ଭାଷା | |
• ସରକାରୀ | ଗୁଜରାଟୀ, ହିନ୍ଦୀ |
Time zone | UTC+5:30 (IST) |
PIN | 384265 |
ଭୌଗଳିକ ଅବସ୍ଥିତି
ସମ୍ପାଦନାପାଟଣ ୨୩.୮୫୦୭ ଉତ୍ତର ଅକ୍ଷାଂଶ ଓ ୭୨.୧୨୯୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୭୨ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାଟଣ ସହରର ମୋଟ ଜନସଂଖ୍ୟା ୧୫୮୧୯ ଅଟେ ।[୨] ସେଥି ମଧ୍ୟରୁ ୫୨.୦୭% ଜଣ ପରୁଷ ହୋଇଥିବା ବେଳେ ୪୭.୯୩% ଜଣ ନାରୀ ଅଟନ୍ତି । ପାଟଣର ସାକ୍ଷରତା ହାର ୭୪.୦୯% ଅଟେ । ଏହା ଜାତୀୟ ହାରଠାରୁ ୯.୨୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୧.୯୬% ପ୍ରତିଶତ ପୁରୁଷ ଓ ୩୨.୧୩% ନାରୀ ଅଟନ୍ତି । ୧୦.୧୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାଗୁଜରାଟୀ ଭାଷା ପାଟଣର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.