ମାଧୁଗିରି
(Madhugiriରୁ ଲେଉଟି ଆସିଛି)
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Madhugiri
ಮಧುಗಿರಿ | |
---|---|
town | |
ଦେଶ | India |
ରାଜ୍ୟ | Karnataka |
ଜିଲ୍ଲା | Tumkur |
Elevation | 787 m (2,582 ft) |
Population (2001) | |
• Total | ୨୯,୧୫୯ |
ଭାଷା | |
• ସରକାରୀ | Kannada |
Time zone | UTC+5:30 (IST) |
PIN | |
ଯାନବାହାନ ପଞ୍ଚୀକରଣ | KA-64 |
ମାଧୁଗିରି ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର ତୁମ୍କୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି ସମ୍ପାଦନା
ମାଧୁଗିରି ୧୩.୬୬୦୧ ଉତ୍ତର ଅକ୍ଷାଂଶ ଓ ୭୭.୨୧୨୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୫୮୨ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାଧୁଗିରି ସହରର ମୋଟ ଜନସଂଖ୍ୟା ୨୬୩୫୧ ଅଟେ ।[୨] ସେଥି ମଧ୍ୟରୁ ୫୧.୭୮% ଜଣ ପରୁଷ ହୋଇଥିବା ବେଳେ ୪୮.୨୨% ଜଣ ନାରୀ ଅଟନ୍ତି । ମାଧୁଗିରିର ସାକ୍ଷରତା ହାର ୭୨.୦୬% ଅଟେ । ଏହା ଜାତୀୟ ହାରଠାରୁ ୭.୨୨% ପ୍ରତିଶତ କମ ଅଟେ । ସେଥିରୁ ୩୯.୯୬% ପ୍ରତିଶତ ପୁରୁଷ ଓ ୩୨.୧୦% ନାରୀ ଅଟନ୍ତି । ୧୦.୬୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା ସମ୍ପାଦନା
କନ୍ନଡ ମାଧୁଗିରିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.