ମାଧେପୁରା
(Madhepuraରୁ ଲେଉଟି ଆସିଛି)
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Madhepura
मधेपुरा | |
---|---|
Town | |
ଦେଶ | India |
ରାଜ୍ୟ | Bihar |
ଜିଲ୍ଲା | Madhepura |
Population (2001) | |
• Total | ୪୫,୦୧୫ |
ଭାଷା | |
• ସରକାରୀ | Maithili, Hindi |
Time zone | UTC+5:30 (IST) |
PIN | |
ଯାନବାହାନ ପଞ୍ଚୀକରଣ | BR-43 |
Lok Sabha constituency | Madhepura |
Vidhan Sabha constituency | Madhepura |
Website | madhepura |
ମାଧେପୁରା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ବିହାରର ମଧେପୁର ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାଧେପୁରା ସହରର ମୋଟ ଜନସଂଖ୍ୟା ୪୫୦୧୫ ଅଟେ ।[୧] ସେଥି ମଧ୍ୟରୁ ୫୫.୧୨% ଜଣ ପରୁଷ ହୋଇଥିବା ବେଳେ ୪୪.୮୮% ଜଣ ନାରୀ ଅଟନ୍ତି । ମାଧେପୁରାର ସାକ୍ଷରତା ହାର ୬୧.୯୦% ଅଟେ । ଏହା ଜାତୀୟ ହାରଠାରୁ ୨.୯୪% ପ୍ରତିଶତ କମ ଅଟେ । ସେଥିରୁ ୩୯.୦୨% ପ୍ରତିଶତ ପୁରୁଷ ଓ ୨୨.୮୮% ନାରୀ ଅଟନ୍ତି । ୧୫.୨୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]
ଭାଷା ସମ୍ପାଦନା
ହିନ୍ଦୀ ମାଧେପୁରାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
- ↑ ୧.୦ ୧.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.