ମୈଥିଳୀ ଭାଷା

ପୂର୍ବୀ ନେପାଳ ତଥା ଉତ୍ତର ଭାରତରେ କୁହାଯାଉଥିବା ଏକ ଭାଷା
(Maithili languageରୁ ଲେଉଟି ଆସିଛି)

ମୈଥିଳୀ ଭାଷା ଏକ ଭାରତୀୟ ଭାଷା । ଏହା ଭାରତର ପୂର୍ବ ଭାଗରେ ଓ ନେପାଳର ଦକ୍ଷିଣ-ପୂର୍ବ ଭାଗରେ କଥିତ । ମୈଥିଳୀ ଭାଷା କହୁଥିବା ମୂଳ ଅଧିବାସି ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ନେପାଳର ଦକ୍ଷିଣ-ପଶ୍ଚିମ ଭାଗରେ ରହିଥାନ୍ତି । ବିହାରର ମଧୁବାଣି, ସୁପାଉଲ, ଅରାରିଆ, ସିତାମାଢି, ଆଦି ସ୍ଥାନରେ ଏହା କଥିତ । ଏହା ନେପାଳର ଦ୍ୱିତୀୟ ସର୍ବାଧିକ କଥିତ ଭାଷା (ପାଖାପାଖି ୧୨%)[୨]

ମୈଥିଳୀ
मैथिली, মৈথিলী, Maithilī
Native toଭାରତ, ନେପାଳ
ଅଞ୍ଚଳବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର କିଛି ଭାଗ, ନେପାଳର ତରାଇ ଅଞ୍ଚଳ
ମାତୃଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧]
ଭାରତୀୟ-ଇଉରୋପୀୟ
କାଇଥି, ମିଥିଳାକ୍ଷର
ଆଧିକାରିକ ସ୍ଥିତି
କେଉଁଠି ରାଜଭାଷା:
ଭାରତର ସମ୍ବିଧାନରେ ଥିବା ୮ମ ଭାଗରେ, ଭାରତର ବିହାରନେପାଳ
ଭାଷା କୋଡ୍
ISO ୬୩୯-୧bh (ବିହାରୀ)
ISO ୬୩୯-୨mai
ISO ୬୩୯-୩mai

ଭାଷାବିଦମାନେ ମୈଥିଳୀକୁ ଏକ ଇଣ୍ଡୋ-ଆର୍ଯ୍ୟ ଭାଷା ଶ୍ରେଣୀର ବୋଲି ଚିହ୍ନଟ କରିଛନ୍ତି ।[୩]

ଇତିହାସ ସମ୍ପାଦନା

ବାହାର ତଥ୍ୟ ସମ୍ପାଦନା

ଆଧାର ସମ୍ପାଦନା

  1. ମୈଥିଳୀ ଭାଷା at Ethnologue (16th ed., 2009)
  2. Lewis, M. P. (ed.) (2009) Maithili In: Ethnologue: Languages of the World, Sixteenth edition. Dallas, Texas: SIL International.
  3. (Grierson, 1883a and 1918; Chatterji, 1926/1970; S. Jha, 1958; G. Jha, 1974; Jeffers, 1976; Mishra, 1976) classification of the Indo-Aryan languages].