ମାକେର୍ଲା
(Macherlaରୁ ଲେଉଟି ଆସିଛି)
ମାକେର୍ଲା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଗୁନ୍ତୁର୍ ଜିଲ୍ଲାରେ ଅବସ୍ଥିତ ।
Macherla
మాచెర్ల | |
---|---|
ଫାଇଲ:Ethipothala.jpg | |
Country | India |
State | Andhra Pradesh |
District | Guntur |
Area | |
• ସମୁଦାୟ | 13.48 km2 (5.20 sq mi) |
Elevation | 136 m (446 ft) |
Population | |
• Total | ୫୭,୨୯୦ |
• Density | 4,300/km2 (11,000/sq mi) |
Languages | |
• Official | Telugu |
Time zone | UTC+5:30 (IST) |
PIN | 522426 |
Telephone code | 08642 |
ଭୌଗଳିକ ଅବସ୍ଥିତି
ସମ୍ପାଦନାମାକେର୍ଲା ୧୬.୪୮୩୩ ଉତ୍ତର ଅକ୍ଷାଂଶ ଓ ୭୯.୪୩୩୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୩]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାକେର୍ଲା ସହରର ମୋଟ ଜନସଂଖ୍ୟା ୪୯୧୧୩ ଅଟେ ।[୪] ସେଥି ମଧ୍ୟରୁ ୫୦.୩୮% ଜଣ ପରୁଷ ହୋଇଥିବା ବେଳେ ୪୯.୬୨% ଜଣ ନାରୀ ଅଟନ୍ତି । ମାକେର୍ଲାର ସାକ୍ଷରତା ହାର ୫୮.୫୨% ଅଟେ । ଏହା ଜାତୀୟ ହାରଠାରୁ ୬.୩୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୪.୨୨% ପ୍ରତିଶତ ପୁରୁଷ ଓ ୨୪.୩୦% ନାରୀ ଅଟନ୍ତି । ୧୨.୭୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷା
ସମ୍ପାଦନାତେଲୁଗୁ ମାକେର୍ଲାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦ ୧.୧ "District Census Handbook - Guntur" (PDF). Census of India. p. 46. Retrieved 18 January 2015.
- ↑ "Census 2011". The
Registrar General & Census Commissioner, India. Retrieved 25 July 2014.
{{cite web}}
: line feed character in|publisher=
at position 5 (help) - ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.