କୁନ୍ନାମକୁଲାମ
(Kunnamkulamରୁ ଲେଉଟି ଆସିଛି)
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Kunnamkulam | |
---|---|
Town / city | |
ଦେଶ | India |
ରାଜ୍ୟ | Kerala |
ଜିଲ୍ଲା | Thrissur District |
Area | |
• ସମୁଦାୟ | 34.18 km2 (13.20 sq mi) |
Elevation | 57 m (187 ft) |
Population (2001) | |
• Total | ୫୪,୦୭୧ |
• Density | 1,600/km2 (4,100/sq mi) |
ଭାଷା | |
• ସରକାରୀ | Malayalam, English |
Time zone | UTC+5:30 (IST) |
PIN |
କୁନ୍ନାମକୁଲାମ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା କେରଳର ଥ୍ରିସ୍ସୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି ସମ୍ପାଦନା
କୁନ୍ନାମକୁଲାମ ୧୦.୬୪୮୪ ଉତ୍ତର ଅକ୍ଷାଂଶ ଓ ୭୬.୦୭୦୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, କୁନ୍ନାମକୁଲାମ ସହରର ମୋଟ ଜନସଂଖ୍ୟା ୫୧୫୮୫ ଅଟେ ।[୨] ସେଥି ମଧ୍ୟରୁ ୪୭.୨୯% ଜଣ ପରୁଷ ହୋଇଥିବା ବେଳେ ୫୨.୭୧% ଜଣ ନାରୀ ଅଟନ୍ତି । କୁନ୍ନାମକୁଲାମର ସାକ୍ଷରତା ହାର ୮୪.୬୧% ଅଟେ । ଏହା ଜାତୀୟ ହାରଠାରୁ ୧୯.୭୭% ପ୍ରତିଶତ କମ ଅଟେ । ସେଥିରୁ ୪୦.୭୮% ପ୍ରତିଶତ ପୁରୁଷ ଓ ୪୩.୮୩% ନାରୀ ଅଟନ୍ତି । ୧୦.୨୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା ସମ୍ପାଦନା
ମାଲୟଲାମ କୁନ୍ନାମକୁଲାମର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.