ଖଲିସ୍ଥାନ ଜିନ୍ଦାବାଦ ସୈନ୍ୟବାହିନୀ
ଖଲିସ୍ଥାନ ଜିନ୍ଦାବାଦ ସୈନ୍ୟବାହିନୀ (କେ ଜେଡ୍ ଏଫ୍) ଏକ ସୈନ୍ୟବାହିନୀ ଓ ଏକ ଶିଖ ମାତୃଭୂମି ଖଲିସ୍ଥାନ ସୃଷ୍ଟି କରିବା ପାଇଁ ଅସ୍ତ୍ରଶସ୍ତ୍ରଦ୍ୱାରା ହୋଇଥିବା ଖଲିସ୍ଥାନ ଆନ୍ଦୋଳନର ଏକ ଅଂଶ ।
ଖଲିସ୍ଥାନ ଜିନ୍ଦାବାଦ୍ ସୈନ୍ୟବାହିନୀ | |
---|---|
ଫାଇଲ:Khalistan-Zindabad-Force.png | |
Leader(s) | ରଣଜିତ ସିଂହ ନୀତା |
Dates of operation | ୧୯୮୮-ବର୍ତ୍ତମାନ |
Motives | ପଞ୍ଜାବ ଓ ପଡ଼ୋଶୀ ରାଜ୍ୟରେ ଏକ ଶିଖ ସ୍ୱାଧୀନ ରାଷ୍ଟ୍ର ଖଲିସ୍ଥାନର ସୃଷ୍ଟି |
Active region(s) | ଭାରତ |
Ideology | ଶିଖ ଜାତୀୟତା |
Status | Active[୧] |
ଅନୁଷ୍ଠାନ ଓ କାର୍ଯ୍ୟକ୍ରମ
ସମ୍ପାଦନାଖଲିସ୍ଥାନ ଜିନ୍ଦାବାଦ ସୈନ୍ୟବାହିନୀ ଜାମ୍ମୁ ଓ କାଶ୍ମୀର ବାସିନ୍ଦା ରଣଜିତ ସିମହ ନୀତାଙ୍କଦ୍ୱାରା ପରଚାଳିତ ହେଉଥିଲା ।[୧] ୨୦୦୮ ମସିହାରେ ସେ ଭାରତର ପ୍ରଥମ ୨୦ ଜଣ ସର୍ବାଧିକ ତଲାସୀ ଲୋକଙ୍କ ମଧ୍ରେ ଥିଲେ ।[୨]
ଖଲିସ୍ଥାନ ଜିନ୍ଦାବାଦ ସୈନ୍ୟବାହିନୀର ସାମର୍ଥ୍ୟ ଓ ଆକ୍ରମଣ କରିବାର କ୍ଷମାତା ଆଜି ମଧ୍ୟ ଅଜଣା । ମାତ୍ର ଏହା ଜଣାଯାଏ ଯେ ଖଲିସ୍ଥାନ ଜିନ୍ଦାବାଦ ସୈନ୍ୟବାହିନୀ ଓ କାଶ୍ମୀର ଆକ୍ରମଣକାରୀ ଦଳଙ୍କ ମଧ୍ୟରେ ସମ୍ବନ୍ଧ ରହିଛି ।[୧] ଡିସେମ୍ବର ୨୦୦୫ରେ ୟୁରୋପୀୟ ସଂଘ ଖଲିସ୍ଥାନ ଜିନ୍ଦାବାଦ ସୈନ୍ୟବାହିନୀକୁ ଆତଙ୍କବାଦୀର ଆଖ୍ୟା ଦେଇଛଥିଲା ଏବଂ ନିଜର ୨୫ଟି ସଭ୍ୟ ରାଷ୍ତ୍ରରେ ଏହାର ସମସ୍ତ ଅର୍ଥ କାରବାର ଉପରେ ରୋକ ଲଗାଇଥିଲା ।[୩] ଖଲିସ୍ଥାନ ଜିନ୍ଦାବାଦ ସୈନ୍ୟବାହିନୀ ୨୦୦୮ ମସିହାରେ ମଧ୍ୟ କାର୍ଯ୍ୟକ୍ଷମ ଥିବାର ଜଣାଯାଏ ।[୧]
ଦାୟିତ୍ୱବୋଧର ଦାବି[୪][୫] ଓ ଅଗ୍ରାହ୍ୟ ପାଇଁ [୪] [୬] ୨୦୦୯ ମଇରେ ଅଷ୍ଟ୍ରଆର ଭିଏନାରେ ଗୁରୁଦ୍ୱାର ନାନାକ୍ସରରେ ହୋଇଥିବା ଖଲିସ୍ଥାନ ସୈନ୍ୟବାହିନୀ ଆକ୍ରମଣରେ ନେତା ଦେରା ସଚ୍ ଖାଣ୍ଡ ମୃତ୍ୟୁବରଣ କରିବା ସହ ୧୭ ଜନ ଆହତ ହୋଇଥିଲେ ।[୭][୮] ଏବଂ ଏହା ଉତ୍ତର ଭାରତରେ ଦଙ୍ଗା ସୂତ୍ରପାତ କରିଥିଲା ।[୯][୧୦][୧୧][୧୨][୧୩]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Ranjit Singh Neeta (Khalistan Zindabad Force)". The Indian Express. 4 ଡିସେମ୍ବର 2008. Retrieved 18 ଜୁନ 2009.
- ↑ "10) Ranjit Singh Neeta". rediff.com. 24 ଜୁନ 2008. Retrieved 19 ଜୁନ 2009.
- ↑ http://eur-lex.europa.eu/LexUriServ/site/en/oj/2005/l_340/l_34020051223en00640066.pdf
- ↑ ୪.୦ ୪.୧ "KZF takes responsibility for Vienna temple massacre". Austriantimes.at. 29 ମଇ 2009. Retrieved 31 ମଇ 2009.
- ↑ "Sikh: Alarm vor Tag der offenen Tür in Wien" (in German). Die Presse. 28 ମଇ 2009. Retrieved 2 ଜୁନ 2009.
{{cite news}}
: Unknown parameter|trans_title=
ignored (|trans-title=
suggested) (help)CS1 maint: unrecognized language (link) - ↑ Sanjeev Singh Bariana (28 ମଇ 2009). "KZF denies involvement in attack". The Tribune. Retrieved 31 ମଇ 2009.
Anti-Sikh are being misled in the name of the KZF. The incident has taught the entire Sant Ravidass brotherhood a lesson. The KZF approves the killing of the Sant Ravidass brotherhood.
- ↑ "KZF takes responsibility for Vienna temple massacre – General News – Austrian Times". Austriantimes.at. Retrieved 9 ଅଗଷ୍ଟ 2009.
- ↑ "Suspects in Sikh temple attack identified: Austria - India - NEWS - The Times of India". The Times of India. 29 ମଇ 2009. Archived from the original on 24 ଅକ୍ଟୋବର 2012. Retrieved 9 ଅଗଷ୍ଟ 2009.
- ↑ "South Asia | Punjab riots after Vienna killing". BBC News. 25 ମଇ 2009. Retrieved 9 ଅଗଷ୍ଟ 2009.
- ↑ "From Vienna To Jalandhar". www.outlookindia.com. Retrieved 9 ଅଗଷ୍ଟ 2009.
- ↑ http://www.webcitation.org/5hL26FVon. Archived from the original on 6 ଜୁନ 2009. Retrieved 30 ମଇ 2009.
{{cite web}}
: Missing or empty|title=
(help) - ↑ "Europe | Preacher dies after Vienna clash". BBC News. 25 ମଇ 2009. Retrieved 9 ଅଗଷ୍ଟ 2009.
- ↑ "KZF claims responsibility for Vienna attack; Babbar Khalsa condemns killing". The Indian Government. Retrieved 10 ଫେବୃଆରୀ 2015.