ଜାମୁଇ
(Jamuiରୁ ଲେଉଟି ଆସିଛି)
ଜାମୁଇ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ବିହାରର ଜମୁଇ ଜିଲ୍ଲାରେ ଅବସ୍ଥିତ ।
Jamui
जमुई मलयपुर (Malaypur) | |
---|---|
City | |
Country | India |
State | Bihar |
Region | Magadha |
Division | Munger |
District | Jamui |
Ward | 30 wards |
Named for | Jambhiya Gram |
Government | |
• Type | Chairman–Nagar Parishad |
• Body | Jamui Nagar Parishad |
Elevation | 78 m (256 ft) |
Population (2011) | |
• Total | ୮୭,୩୫୭ |
Languages | |
• Official | Angika, Hindi |
Time zone | UTC+5:30 (IST) |
PIN | 811307
811307 |
Telephone code | 06345 |
Sex ratio | 898/1000(2011) ♂/♀ |
Website | www |
ଭୌଗଳିକ ଅବସ୍ଥିତି
ସମ୍ପାଦନାଜାମୁଇ ୨୪.୯୨୫୯ ଉତ୍ତର ଅକ୍ଷାଂଶ ଓ ୮୬.୨୨୫୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୪୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଜାମୁଇ ସହରର ମୋଟ ଜନସଂଖ୍ୟା ୬୬୭୫୨ ଅଟେ ।[୨] ସେଥି ମଧ୍ୟରୁ ୫୩.୨୬% ଜଣ ପରୁଷ ହୋଇଥିବା ବେଳେ ୪୬.୭୪% ଜଣ ନାରୀ ଅଟନ୍ତି । ଜାମୁଇର ସାକ୍ଷରତା ହାର ୫୫.୦୯% ଅଟେ । ଏହା ଜାତୀୟ ହାରଠାରୁ ୯.୭୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୪.୪୬% ପ୍ରତିଶତ ପୁରୁଷ ଓ ୨୦.୬୩% ନାରୀ ଅଟନ୍ତି । ୧୬.୯୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
ସମ୍ପାଦନାହିନ୍ଦୀ ଜାମୁଇର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.