ଗୁମିଆ
(Gumiaରୁ ଲେଉଟି ଆସିଛି)
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Gumia | |
---|---|
ଦେଶ | India |
ରାଜ୍ୟ | ଝାଡ଼ଖଣ୍ଡ |
ଜିଲ୍ଲା | ବୋକରୋ |
Elevation | 849[୧] m ( Formatting error: invalid input when rounding ft) |
Population (2001)[୧] | |
• Total | ୪୫,୫୩୨ |
ଭାଷା | |
• ସରକାରୀ | ଓଡ଼ିଆ, ହିନ୍ଦୀ |
Time zone | UTC+5:30 (IST) |
ଗୁମିଆ ଏକ ଭାରତୀୟ ଜନଗଣନା ସହର (Census town) ଅଟେ । ଏହା ଝାଡ଼ଖଣ୍ଡର ବୋକରୋ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି ସମ୍ପାଦନା
ଗୁମିଆ ୨୩.୭୯୯୦ ଉତ୍ତର ଅକ୍ଷାଂଶ ଓ ୮୫.୮୨୩୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୪୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗୁମିଆ ସହରର ମୋଟ ଜନସଂଖ୍ୟା ୪୫୫୩୨ ଅଟେ ।[୨] ସେଥି ମଧ୍ୟରୁ ୫୨.୭୧% ଜଣ ପରୁଷ ହୋଇଥିବା ବେଳେ ୪୭.୨୯% ଜଣ ନାରୀ ଅଟନ୍ତି । ଗୁମିଆର ସାକ୍ଷରତା ହାର ୬୩.୫୩% ଅଟେ । ଏହା ଜାତୀୟ ହାରଠାରୁ ୧.୩୧% ପ୍ରତିଶତ କମ ଅଟେ । ସେଥିରୁ ୩୯.୦୩% ପ୍ରତିଶତ ପୁରୁଷ ଓ ୨୪.୫୦% ନାରୀ ଅଟନ୍ତି । ୧୩.୮୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା ସମ୍ପାଦନା
ଆହୁରି ପଢନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
- ↑ ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.