ଜିରଫାଟାଇଟାନ
(Giraffatitanରୁ ଲେଉଟି ଆସିଛି)
ଜିରଫାଟାଇଟାନ (ମାନେ ବିଶାଳ ଜିରାଫ) (English: Giraffatitan) ଡାଇନୋସର ବଂଶର ଜୀବ ଅଟେ ।[୨] ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର ଜୀବାଶ୍ମ ଓ ଅବଶେଷ ଆଫ୍ରିକାରୁ ମିଳିଥିଲା ।[୩] ଏହା ପୃଥିବୀ ପୃଷ୍ଠରେ ଚାଲୁଥିବା ବିଶାଳତମ ଜୀବ ଥିଲା ।
Giraffatitan | |
---|---|
Mounted skeleton, Museum für Naturkunde, Berlin | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ଡାଇନୋସରିଆ |
Suborder: | †Sauropodomorpha |
Clade: | †Sauropoda |
Family: | †{{{1}}} |
Genus: | †{{{1}}} Paul, 1988 |
ଜାତି: | †G. brancai |
ବାଇନୋମିଆଲ ନାମ | |
†Giraffatitan brancai (Janensch, 1914 [originally Brachiosaurus])
| |
Synonyms | |
|
ଏହି ଡାଇନୋସରଟି ଜୁରାସିକ ଯୁଗରେ ବାସ କରୁଥିଲା ।
ଇତିହାସ
ସମ୍ପାଦନାଶ୍ରେଣୀ ବିଭାଗ
ସମ୍ପାଦନାଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ Maier, Gerhard. African Dinosaurs Unearthed: The Tendaguru Expeditions. Indiana University Press, 2003.
- ↑ Olshevsky, G. (1995 onwards). Dinosaur Genera List Archived 2011-07-15 at the Wayback Machine.. Retrieved February 24, 2014.
- ↑ Dinosaur Jungle. "African Dinosaurs". Retrieved 19 March 2014.
ବହି ଆଧାର
ସମ୍ପାଦନା- Walters, M. & J. Paker (1995). Dictionary of Prehistoric Life. Claremont Books. ISBN 1-85471-648-4.
- Weishampel, D.B., P. Dodson & H. Osmólska (eds.) (2004). The Dinosauria, Second Edition. University of California Press. ISBN 0-520-24209-2.
ଆହୁରି ପଢନ୍ତୁ
ସମ୍ପାଦନାବାହାର ଲିଙ୍କ
ସମ୍ପାଦନା- ଉଇକିମିଡ଼ିଆ କମନ୍ସରେ Giraffatitan-ସମ୍ପର୍କିତ ମିଡ଼ିଆ
ଏହି ଡାଇନୋସର-ସମ୍ପର୍କିତ ଲେଖାଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |