ଗୟା
ଗୟା, ବିହାର ରାଜ୍ୟର ଦ୍ୱିତୀୟ ବୃହତ୍ତମ ସହର ଓ ହିନ୍ଦୁମାନଙ୍କର ଏକ ପ୍ରସିଦ୍ଧ ଧାର୍ମିକସ୍ଥଳ ।
ଗୟା
गया | |
---|---|
ମହାନଗର | |
ଦେଶ | India |
State | ବିହାର |
Region | ମଗଧ |
ବିଭାଗ | ମଗଧ ବିଭାଗ |
ଜିଲ୍ଲା | ଗୟା |
Government | |
• Type | Municipal corporation |
• Body | ଗୟା ନଗର ନିଗମ |
• Mayor | ବିଭା ଦେବୀ |
Area | |
• ସମୁଦାୟ | 50.17 km2 (19.37 sq mi) |
Population (2011) | |
• Total | ୪,୬୩,୪୫୪ |
• Rank | 95th |
• Density | 9,800/km2 (25,000/sq mi) |
Demonym | 5000 |
ଭାଷା | |
• ସରକାରୀ | Magahi, Hindi, English |
Time zone | UTC+5:30 (IST) |
PIN | 823001-04 |
Telephone code | 91-631 |
Railway Station | Gaya Junction |
Airport | Gaya Airport |
Website | gaya |
ଭୂଗୋଳ
ସମ୍ପାଦନାଇତିହାସ
ସମ୍ପାଦନାପର୍ଯ୍ୟଟନ
ସମ୍ପାଦନାଭୌଗଳିକ ଅବସ୍ଥିତି
ସମ୍ପାଦନାଗୟା ୨୪.୭୯୬୯ ଉତ୍ତର ଅକ୍ଷାଂଶ ଓ ୮୫.୦୦୩୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୫୧ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗୟା ସହରର ମୋଟ ଜନସଂଖ୍ୟା ୩୦୮୮୩ ଅଟେ ।[୩] ସେଥି ମଧ୍ୟରୁ ୫୪.୨୪% ଜଣ ପରୁଷ ହୋଇଥିବା ବେଳେ ୪୫.୭୬% ଜଣ ନାରୀ ଅଟନ୍ତି । ଗୟାର ସାକ୍ଷରତା ହାର ୫୧.୩୨% ଅଟେ । ଏହା ଜାତୀୟ ହାରଠାରୁ ୧୩.୫୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୪.୧୦% ପ୍ରତିଶତ ପୁରୁଷ ଓ ୧୭.୨୩% ନାରୀ ଅଟନ୍ତି । ୧୭.୫୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
ସମ୍ପାଦନାହିନ୍ଦୀ ଗୟାର ସରକାରୀ ଭାଷା ଅଟେ ।
ପାଣିପାଗ
ସମ୍ପାଦନାGaya | ||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
|
ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଗୟାରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୨.୦ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୯.୩ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୧୧୩.୯ mm/inches ହୋଇଥାଏ ।
Climate data for Gaya, ଭାରତ (୧୯୭୧–୨୦୦୦) | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
ହାରାହାରି ସର୍ବାଧିକ °C (°F) | 23.2 (73.8) |
26.6 (79.9) |
33.1 (91.6) |
38.7 (101.7) |
40.3 (104.5) |
37.9 (100.2) |
33.9 (93) |
32.7 (90.9) |
32.5 (90.5) |
31.7 (89.1) |
28.9 (84) |
24.7 (76.5) |
32.0 (89.6) |
ହାରାହାରି ସର୍ବନିମ୍ନ °C (°F) | 8.8 (47.8) |
11.5 (52.7) |
16.2 (61.2) |
22.1 (71.8) |
25.5 (77.9) |
26.9 (80.4) |
25.5 (77.9) |
25.3 (77.5) |
24.5 (76.1) |
20.8 (69.4) |
14.3 (57.7) |
9.6 (49.3) |
19.3 (66.7) |
Average rainfall mm (inches) | 15.8 (0.622) |
18.1 (0.713) |
11.9 (0.469) |
9.9 (0.39) |
24.5 (0.965) |
145.0 (5.709) |
331.5 (13.051) |
280.4 (11.039) |
201.7 (7.941) |
58.1 (2.287) |
11.6 (0.457) |
5.3 (0.209) |
୧,୧୧୩.୯ (୪୩.୮୫୪) |
ହାରାହାରି ମେଘାତ୍ସନ ଦିବସ | 1.4 | 1.7 | 1.0 | 1.1 | 2.1 | 6.9 | 14.8 | 14.3 | 9.6 | 2.8 | 0.6 | 0.7 | 56.9 |
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ | 0.7 | 1.2 | 1.3 | 1.8 | 2.9 | 5.4 | 8.8 | 8.5 | 7.4 | 1.7 | 0.1 | 0.1 | 39.9
|
ହାରାହାରି କୁହୁଡ଼ି ଘେରା ଦିବସ | 1.9 | 0.5 | 0.0 | 0.0 | 0.0 | 0.1 | 0.3 | 0.1 | 0.0 | 0.4 | 0.2 | 0.7 | 4.3 |
Source: India Meteorological Department (temperatures and precipitation)[୫][୬] |
ଆଧାର
ସମ୍ପାଦନା- ↑ "City Development Plan for Gaya: EXECUTIVE SUMMARY" (PDF). Urban Development and Housing Department, Government of Bihar. p. 4. Archived from the original (PDF) on 13 September 2014. Retrieved 8 October 2012.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
- ↑ "World Weather Information Service -Gaya". Worldweather.wmo.int. 5 October 2006. Retrieved 28 June 2015.
- ↑ "Chennai- Climatological Information". India Meteorological Department. Retrieved 29 May 2014.
- ↑ India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Archived from the original (PDF) on 7 August 2017. Retrieved 29 May 2014.
ବାହାର ତଥ୍ୟ
ସମ୍ପାଦନା- Gaya Info & Photo Gallery Archived 2018-08-07 at the Wayback Machine.
- Live City Map of Gaya Archived 2015-04-03 at the Wayback Machine.
- Entry on Gaya in the Buddhist Dictionary of Pali Proper Names
- Suttas spoken by Gautama Buddha concerning Gaya: (more)
- Gaya travel guide from Wikivoyage
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |