ଗାନସିକ୍ଲୋଭିର

(Ganciclovirରୁ ଲେଉଟି ଆସିଛି)

ଗାନସିକ୍ଲୋଭିର, ଅନ୍ୟମାନଙ୍କ ମଧ୍ୟରେ ସାଇଟୋଭେନ୍ ବେପାର ନାମ, ଏକ ଔଷଧ ଯାହା ସାଇଟୋମେଗାଲୋଭାଇରସ୍ ରୋଗ (CMV)ର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ଏକ ଆଣ୍ଟିଭାଇରାଲ୍ ଔଷଧ ।[୧] ଏଥିରେ ସିଏମଭି ରେଟିନାଇଟିସ, ନିମୋନାଇଟିସ୍, ଏନସେଫାଲାଇଟିସ ଏବଂ ଜନ୍ମଗତ ସିଏମ‌ଭି ରୋଗ ଅନ୍ତର୍ଭୁକ୍ତ। [୨] ଏହା ଆଖିର କିଛି ଭିଜେଡଭି ସଂକ୍ରମଣ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୨] ଏହା ଶିରା କିମ୍ବା ଆଖିରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୧] ଏହା ଆଖି ବୁନ୍ଦା ଭାବରେ ମଧ୍ୟ ବ୍ୟବହୃତ ହୋଇପାରେ | [୩]

ଗାନସିକ୍ଲୋଭିର
Clinical data
Pronunciation/ɡænˈskləvɪər/
Trade namesCytovene; Cymevene; Vitrasert; others
SynonymsGanciclovir sodium; gancyclovir; DHPG; 9-(1,3-dihydroxy-2-propoxymethyl)guanine
AHFS/Drugs.comSystemic: monograph
Eye drop: monograph
MedlinePlusa605011
data
Pregnancy
category
  • AU: D
  • US: N (Not classified yet)
Routes of
administration
Intravenous, eye drop, by mouth, intravitreal
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability5% (by mouth)
Metabolismguanylate kinase (CMV UL97 gene product)
Elimination half-life2.5–5 hours
ExcretionKidney
Identifiers
  • 2-Amino-9-(1,3-dihydroxypropan-2-yloxymethyl)-3H-purin-6-one
ECHA InfoCard100.155.403 Edit this at Wikidata
Chemical and physical data
FormulaC9H13N5O4
Molar mass୨୫୫.୨୩ g·mol−1
3D model (JSmol)
Melting point250 °C (482 °F) (dec.)
  • O=C2/N=C(\Nc1n(cnc12)COC(CO)CO)N
  • InChI=1S/C9H13N5O4/c10-9-12-7-6(8(17)13-9)11-3-14(7)4-18-5(1-15)2-16/h3,5,15-16H,1-2,4H2,(H3,10,12,13,17) checkY
  • Key:IRSCQMHQWWYFCW-UHFFFAOYSA-N checkY
  (verify)

ଇଞ୍ଜେକସନଦ୍ୱାରା ଦିଆଯାଉଥିବା ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ନିମ୍ନ ପ୍ଲାଟେଲେଟ ସ୍ତର, ନିମ୍ନ ଲୋହିତ ରକ୍ତ କଣିକା ସ୍ତର, ଜ୍ୱର, ତରଳ ଝାଡ଼ା, ଅଧିକ ଝାଳ ବୋହିବା, ମୁଣ୍ଡବିନ୍ଧା ଏବଂ ବୃକ୍‌କ ସମସ୍ୟା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନୁର୍ବରତା ଏବଂ କର୍କଟ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ। [୨] ଏହା ଗୁଆନାଇନର ଏକ ନ୍ୟୁକ୍ଲିଓସାଇଡ୍ ଆନାଲଗ ।[୨]

୧୯୮୦ ମସିହାରେ ଗାନସିକ୍ଲୋଭିର ପେଟେଣ୍ଟ ହୋଇଥିଲା ଏବଂ ୧୯୮୮ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ଏକ ୫୦୦ ମିଗ୍ରା ଭାଏଲର ମୂଲ୍ୟ ୩୦ ପାଉଣ୍ଡ ଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୭୦ ଡଲାର ଅଟେ | [୫]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ BNF 81: March-September 2021. BMJ Group and the Pharmaceutical Press. 2021. p. 676. ISBN 978-0857114105.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Ganciclovir Sodium Monograph for Professionals". Drugs.com (in ଇଂରାଜୀ). Archived from the original on 4 May 2017. Retrieved 2 December 2021.
  3. "Ganciclovir Monograph for Professionals". Drugs.com (in ଇଂରାଜୀ). Archived from the original on 5 March 2021. Retrieved 2 December 2021.
  4. Fischer J, Ganellin CR (2006). Analogue-based Drug Discovery. John Wiley & Sons. p. 504. ISBN 9783527607495. Archived from the original on 2016-12-20. Retrieved 2021-06-28.
  5. "Ganciclovir Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 2 December 2021.