ଭିଲାଇ
(Bhilaiରୁ ଲେଉଟି ଆସିଛି)
ଭିଲାଇ , ଛତିଶଗଡ଼ରେ ଅବସ୍ଥିତ ଦୁର୍ଗ ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର।
ଭିଲାଇ
ହିନ୍ଦୀ : भिलाई | |
---|---|
Twin City | |
ଦେଶ | ଭାରତ |
ରାଜ୍ୟ | ଛତିଶଗଡ଼ |
ଜିଲ୍ଲା | ଦୁର୍ଗ ଜିଲ୍ଲା |
Government | |
• Mayor | Smt.Nirmala Yadav (congress) |
Elevation | 452 m (1,483 ft) |
Population (2011) | |
• Metro | ୧୦,୬୪,୦୦୦ |
ଭାଷା | |
• ସରକାରୀ | ହିନ୍ଦୀ, ଛତିଶଗଡୀ଼ |
Time zone | UTC+5:30 (IST) |
PIN | 490 0xx |
ଯାନବାହାନ ପଞ୍ଚୀକରଣ | CG-07 |
ଭୂଗୋଳ
ସମ୍ପାଦନାଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଭିଲାଇ ସହରର ମୋଟ ଜନସଂଖ୍ୟା ୫୫୩୮୩୭ ଅଟେ ।[୧] ସେଥି ମଧ୍ୟରୁ ୫୨.୩୪% ଜଣ ପରୁଷ ହୋଇଥିବା ବେଳେ ୪୭.୬୬% ଜଣ ନାରୀ ଅଟନ୍ତି । ଭିଲାଇର ସାକ୍ଷରତା ହାର ୭୨.୮୧% ଅଟେ । ଏହା ଜାତୀୟ ହାରଠାରୁ ୭.୯୭% ପ୍ରତିଶତ କମ ଅଟେ । ସେଥିରୁ ୪୧.୫୯% ପ୍ରତିଶତ ପୁରୁଷ ଓ ୩୧.୨୧% ନାରୀ ଅଟନ୍ତି । ୧୩.୧୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]
ଭାଷା
ସମ୍ପାଦନାହିନ୍ଦୀ ଭିଲାଇର ସରକାରୀ ଭାଷା ଅଟେ ।
ଇତିହାସ
ସମ୍ପାଦନାପର୍ଯ୍ୟଟନ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦ ୧.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
ଅଧିକ ତଥ୍ୟ
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |